ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।  ଅବଶ୍ୟ ତାର ଅର୍ଥ ନୁହେଁ ଯେ, ଜରୁରୀ ପରିସ୍ଥିତିରେ ବି ଆମେ ଶୁଭ-ଅଶୁଭ ଦେଖିବା।  ତେବେ ଚାଲନ୍ତୁ ଜାଣିବା, କେଉଁ ଦିନ କେଉଁ […]

bastuu

bastuu

Sangita Sahoo
  • Published: Sunday, 12 May 2019
  • Updated: 12 May 2019, 05:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।  ଅବଶ୍ୟ ତାର ଅର୍ଥ ନୁହେଁ ଯେ, ଜରୁରୀ ପରିସ୍ଥିତିରେ ବି ଆମେ ଶୁଭ-ଅଶୁଭ ଦେଖିବା।  ତେବେ ଚାଲନ୍ତୁ ଜାଣିବା, କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ।

ସୋମବାର: ଏହିଦିନ ଭଗବାନ ଶିବଙ୍କର ଦିନ । ତେଣୁ ସୋମବାରରେ କମ୍ପ୍ୟୁଟର, ବହିପତ୍ର, ମୋବାଇଲ୍‌ କିମ୍ବା କୌଣସି ପ୍ରକାରର ଷ୍ଟେସନାରୀ ଜିନିଷ କିଣିବା ଉଚିତ୍‌ ନୁହେଁ। ଏହି ଦିନ ଚାଉଳ, କ୍ଷୀର ଜାତୀୟ ଜିନିଷ ଓ ବାସନ କୁସନ କିଣିବା ଲାଭ ଦାୟକ ହୋଇଥାଏ।

ମଙ୍ଗଳବାର: ଏହିଦିନ ଭଗବାନ ହନୁମାନଙ୍କୁ ଆରାଧାନା କରାଯାଏ।  ତାଙ୍କର ପ୍ରିୟ ରଙ୍ଗ ହେଉଛି ଲାଲ। ତେଣୁ ଏହି ଦିନ ଲାଲ ରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ। କିନ୍ତୁ ଏହି ଦିନ ଜୋତା କିମ୍ବା ଲୁହା ଜିନିଷ କିଣିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ବୁଧବାର: ବୁଧବାର ଭଗବାନ୍‌ ଗଣେଶ ଓ ବିଦ୍ୟା ଦେବୀ ସରସ୍ୱତୀଙ୍କ ଦିନ । ତେଣୁ ଏହି ଦିନ ଚାଉଳ ,ଔଷଧ, ବାସନ ଓ ଆକ୍ୱାରିୟମ କିଣିବା ଉଚିତ୍‌ ନୁହେଁ। କିନ୍ତୁ ଏହିଦିନ ଷ୍ଟେସନାରୀ କିମ୍ବା କଳା ସହ ସମ୍ବନ୍ଧିତ ବସ୍ତୁ କିଣିବା ଶୁଭ ହୋଇଥାଏ।

ଗୁରୁବାର: ଏହି ଦିନ ଚଷମା, ଦକାଜଲ, ବାସନ କିଣିବା ଅଶୁଭ ହୋଇଥାଏ। କିନ୍ତୁ ଇଲୋକ୍‌ଟ୍ରୋନିକ ଜିନିଷ, ସମ୍ପତ୍ତି, କପଡ଼ା ଓ ଫର୍ଣ୍ଣିଚର ଆଦି ଜିନିଷ କିଣି ପାରିବେ।

ଶୁକ୍ରବାର: ଶୁକ୍ରବାର ଦିନ ଇଲୋକ୍‌ଟ୍ରୋନିକ୍‌ ଜିନିଷ, ସମ୍ପତ୍ତି କିଣିବା ଭଲ ନୁହେଁ। କିନ୍ତୁ ସୌନ୍ଦର୍ଯ୍ୟ ସମ୍ବଦ୍ଧିତ ଜିନିଷ, ପୂଜା ପାଠ ଜିନିଷ, ସୁନା ଗହଣା କପଡ଼ା କିଣିବା ଶୁଭ ହୋଇଥାଏ।

ଶନିବାର: ଏହି ଦିନଟି ଶନିଦେବଙ୍କୁ ସମର୍ପିତ ହୋଇଛି। ଏହି ଦିନରେ ଲୁଣ, ଚମଡ଼ା ଜିନିଷ, ଲାଲ୍‌ କପଡ଼ା, ସୋରିଷ ତେଲ କିଣିବା ଉଚିତ୍‌ ନୁହେଁ। ବରଂ ଏଇ ଦିନରେ ଫର୍ଣ୍ଣିଚର କିଣିବା ଶୁଭ ହୋଇଥାଏ।

ରବିବାର: ରବିବାର ଦିନ ଲୁହା କିମ୍ବା ସେ ସମ୍ବନ୍ଧୀୟ କୌଣସି ଜିନିଷ କିଣିବା ଅଶୁଭ ହୋଇଥାଏ। ଏହି ଦିନ ନାଲି ରଙ୍ଗର ଜିନିଷ କିଣିଲେ ଶୁଭ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story