ଶୁଭ କାର୍ଯ୍ୟରେ କ’ଣ ପାଇଁ ଶଙ୍ଖ ଫୁଙ୍କାଯାଏ, ଆପଣ ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ପାଠ ଉତ୍ସବ, ଯଜ୍ଞ, ବିବାହ, ରାଜାଭିଷେକ ଆଦି ଶୁଭ କାମରେ ଆମେ ଶଙ୍ଖ ଫୁଙ୍କି କାର୍ଯ୍ୟ ଆରମ୍ଭ କରିଥାଉ। ଶଙ୍ଖ ଧ୍ୱନିକୁ ଆମେ ଶୁଭ ବୋଲି ମାନି ଆସିଛୁ। ଶଙ୍ଖ ଧ୍ୱନି ବିଜୟ, ସମୃଦ୍ଧି ଇତ୍ୟାଦିର ପ୍ରତୀକ ହୋଇଥାଏ। ମନ୍ଦିର ହେଉ ବା ଘରେ ଆମେ ସକାଳେ ଏବଂ ସନ୍ଧ୍ୟାରେ ପୂଜା କଲାବେଳେ ଶଙ୍ଖ ବଜାଇଥାଉ। କିନ୍ତୁ, ଆପଣ ଜାଣିଛନ୍ତି କି, ଆମେ ଧାର୍ମିକ କାର୍ଯ୍ୟରେ ଶଙ୍ଖ କାହିଁକି ବଜାଇଥାଉ। ତେବେ ଆସନ୍ତୁ […]

32

32

Rosalin Rath
  • Published: Monday, 06 May 2019
  • Updated: 06 May 2019, 02:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ପାଠ ଉତ୍ସବ, ଯଜ୍ଞ, ବିବାହ, ରାଜାଭିଷେକ ଆଦି ଶୁଭ କାମରେ ଆମେ ଶଙ୍ଖ ଫୁଙ୍କି କାର୍ଯ୍ୟ ଆରମ୍ଭ କରିଥାଉ। ଶଙ୍ଖ ଧ୍ୱନିକୁ ଆମେ ଶୁଭ ବୋଲି ମାନି ଆସିଛୁ। ଶଙ୍ଖ ଧ୍ୱନି ବିଜୟ, ସମୃଦ୍ଧି ଇତ୍ୟାଦିର ପ୍ରତୀକ ହୋଇଥାଏ। ମନ୍ଦିର ହେଉ ବା ଘରେ ଆମେ ସକାଳେ ଏବଂ ସନ୍ଧ୍ୟାରେ ପୂଜା କଲାବେଳେ ଶଙ୍ଖ ବଜାଇଥାଉ। କିନ୍ତୁ, ଆପଣ ଜାଣିଛନ୍ତି କି, ଆମେ ଧାର୍ମିକ କାର୍ଯ୍ୟରେ ଶଙ୍ଖ କାହିଁକି ବଜାଇଥାଉ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି।

ଶାସ୍ତ୍ରରେ କୁହାଯାଇଛି ଯେ, ଶଙ୍ଖ ଧ୍ୱନି ଶତ୍ରୁଙ୍କୁ ଦୁର୍ବଳ କରିବା ପାଇଁ ବ୍ୟବହାର କରାଯାଏ। ଏହି ଶବ୍ଦ ଶୁଣି ଶତ୍ରୁ ଦୁର୍ବଳ ହୋଇଥାନ୍ତି। ପୂରାଣ ଅନୁସାରେ, ଯେଉଁ ବ୍ୟକ୍ତି ପୂଜା ସମୟରେ ଶଙ୍ଖ ବଜାଇଥାଏ, ତାର ସବୁ ପାପ ନଷ୍ଟ ହୋଇଯାଏ। ଆଉ ସେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇଥାଏ।

ଶଙ୍ଖ ଧ୍ୱନି ଦ୍ୱାରା ଆମ ମନ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ । ଶଙ୍ଖ ବଜାଇବା ଦ୍ୱାରା ଆମ ଚାରିପାଖର ବାୟୁ ମଧ୍ୟ ସଫା ହୋଇଥାଏ। ଏହା ଦ୍ୱାରା ଆମ ଘରେ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ।

ଆମେ ଘରେ ଶଙ୍ଖ ଭିତରେ ପାଣି ରଖି ମଧ୍ୟ ପୂରା କରିଥାଉ। ଏହା ପଛରେ ମଧ୍ୟ ଏକ ମହତ୍ତ୍ୱ ରହିଛି। ଶଙ୍ଖ ଭିତରେ ଥିବା ପାଣିରେ କୀଟାଣୁନାଶକ ଶକ୍ତି  ରହିଥାଏ। ଯାହାକୁ ଆମେ ଘରେ ସିଞ୍ଚନ କଲେ କୀଟାଣୁ ନାଶ ହୋଇଥାନ୍ତି। ଏହି ଶଙ୍ଖ ପାଣି ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story