୧୪ ମେ’, ଶନିବାର: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ

ମେଷ: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । ବୃଷ: ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ। ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ, ସତର୍କ ରୁହନ୍ତୁ। ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ। କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ। କର୍ମକ୍ଷେତ୍ରରେ […]

RASI

RASI

Tapaswini Nayak
  • Published: Saturday, 14 May 2022
  • Updated: 14 May 2022, 07:56 AM IST

Sports

Latest News

ମେଷ: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ ।

ବୃଷ: ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ।

ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ, ସତର୍କ ରୁହନ୍ତୁ। ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ।

କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ। କର୍ମକ୍ଷେତ୍ରରେ ବିବାଦ ଉପୁଜିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ।

ସିଂହ: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ଦୁର୍ଘଟଣାର ଭୟ ରହିଛି । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ  କରିବେ ।

କନ୍ୟା: ବ୍ୟବସାୟରୁ ଅଧିକ ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ, ଶତ୍ରୁମାନେ ପରାଜିତ ହେବେ। ମାନସିକ ଶାନ୍ତି ଅନୁଭବ କରିବେ।

ତୁଳା: ବିଭିନ୍ନ କାରଣରୁ ମାନସିକ ଦୁଶ୍ଚିନ୍ତା ଲାଗି ରହିବ । ଶତ୍ରୁମାନେ ହଇରାଣ କରିପାରନ୍ତି, ସତର୍କ ରୁହନ୍ତୁ। ପରିବାରରେ ଅଶାନ୍ତି ଦେଖାଦେଇପାରେ।

ବିଛା: ଶାରିରୀକ ଅସୁସ୍ଥତା ଦେଖାଦେଇପାରେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ଶାନ୍ତି ରହିବ ।

ଧନୁ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।

ମକର: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଭୋଗ କରିବେ ।

କୁମ୍ଭ: ବକେୟା ଅର୍ଥ ପ୍ରାପ୍ତି ହେବ । ସୁଖାଦ୍ୟ ଭୋଜନ ସହ ଭ୍ରମଣ ଯୋଗ ମଧ୍ୟ ରହିଛି । ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।

ମୀନ: ପରିବାରରେ ଶାନ୍ତିଶୃଙ୍ଖଳା ରହିବ । ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ । ଶାରିରୀକ ଓ ମାନସିକ ଶାନ୍ତି ପାଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story