୧୯ ମେ’, ଗୁରୁବାର: ବାକି ପଡିଥିବା ଅର୍ଥ ଆଦାୟ ହେବ

ମେଷ : ବାକି ପଡିଥିବା ଅର୍ଥ  ଆଦାୟ ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ। ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ବୃଷ  : ଆଜି ଆପଣଙ୍କ ଚାକିରି କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ଘଟିପାରେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ନୁହେଁ । ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ । ମିଥୁନ : ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ […]

RASI

RASI

Niharika Rout
  • Published: Thursday, 19 May 2022
  • Updated: 19 May 2022, 07:51 AM IST

Sports

Latest News

ମେଷ : ବାକି ପଡିଥିବା ଅର୍ଥ  ଆଦାୟ ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ପରାମର୍ଶ ନେବେ। ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

ବୃଷ  : ଆଜି ଆପଣଙ୍କ ଚାକିରି କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ଘଟିପାରେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ନୁହେଁ । ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ ।

ମିଥୁନ : ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ ଏବଂ ଆର୍ଥିକ ସମସ୍ୟା ଦୂର ହେବ । ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଶୁଭ ଖବର ପ୍ରାପ୍ତି ହେବ ।

କର୍କଟ: ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କରିବେ । ଆର୍ଥିକ ସମସ୍ୟା ଦୂର ହୋଇ ବ୍ୟବସାୟରେ ଆୟ ଅଧିକ ହେବ ।  ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ । ସୁସ୍ୱାଦୁ ଭୋଜନ କରିବେ ।

ସିଂହ :  ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହ ପାରିବାରିକ ବୁଝାମଣା ଠିକ ରହିବ । ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ ଏବଂ ନୂଆ ବ୍ୟବସାୟ ଆରମ୍ଭ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଚାକିରୀର ସୁଯୋଗ ମିଳିବ ।

କନ୍ୟା : ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ । ଯାନବାହନରେ ଗଲାବେଳେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ । ଜମି, ଗୃହ କିଣିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ ।

ତୁଳା : ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାନସମ୍ମାନ ପ୍ରାପ୍ତି ହେବ।  ପାରିବାରିକ ସମସ୍ୟାର ସମାଧାନ ହେବ ।

ବିଚ୍ଛା : ବ୍ୟବସାୟରେ ଆୟ ଅଧିକ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ  । ପିଲାମାନେ ସଫଳତା ଅର୍ଜନ କରିବେ ।

ଧନୁ:  ପାରିବାରିକ ସମସ୍ୟାର ସମାଧାନ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ ।

ମକର : ଆର୍ଥିକ ସ୍ଥିତି ସୁଦୃଢ ହେବ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ।

କୁମ୍ଭ : ରାଜନୀତି କରୁଥିବା ବ୍ୟକ୍ତି ଶୁଭ ଫଳ ପାଇବେ । ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ଭ୍ରମଣ ଯୋଗ ମଧ୍ୟ ରହିଛି ।

ମୀନ : ବାକି ପଡିଥିବା ଅର୍ଥ ଆଦାୟ ହେବ । ଘରେ ମାଙ୍ଗଳିକ କାର୍ଯ୍ୟ ସ୍ଥିର ହେବ । ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story