୨୧ ମେ’, ଶନିବାର: ସନ୍ତାନମାନଙ୍କ ଆଚରଣ କଷ୍ଟ ଦେବ

ମେଷ : ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ । ପରିବାରରେ ହସଖୁସିରେ ସମୟ ବିତାଇବେ। ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଖୁସି ଅନୁଭବ କରିବେ। ବୃଷ:  ବ୍ୟବସାୟ କ୍ଷେତ୍ରରେ  ସଫଳତା ପାଇବେ । ସନ୍ତାନମାନଙ୍କର ଆଚରଣ ବାପା ମାଙ୍କ ମନରେ କଷ୍ଟ ଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ : କର୍ମକ୍ଷେତ୍ରକୁ ନେଇ କିଛି ସମସ୍ୟା ଦେଖାଦେବ ଅପମାନିତ ହୋଇପାରନ୍ତି।   ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ଆସିବ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। କର୍କଟ: ଶିକ୍ଷା ପ୍ରତି ରୁଚି […]

RASI

RASI

Niharika Rout
  • Published: Saturday, 21 May 2022
  • Updated: 21 May 2022, 07:52 AM IST

Sports

Latest News

ମେଷ : ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ । ପରିବାରରେ ହସଖୁସିରେ ସମୟ ବିତାଇବେ। ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଖୁସି ଅନୁଭବ କରିବେ।

ବୃଷ:  ବ୍ୟବସାୟ କ୍ଷେତ୍ରରେ  ସଫଳତା ପାଇବେ । ସନ୍ତାନମାନଙ୍କର ଆଚରଣ ବାପା ମାଙ୍କ ମନରେ କଷ୍ଟ ଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ : କର୍ମକ୍ଷେତ୍ରକୁ ନେଇ କିଛି ସମସ୍ୟା ଦେଖାଦେବ ଅପମାନିତ ହୋଇପାରନ୍ତି।   ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ଆସିବ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ।

କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଆଦାନ ପ୍ରଦାନ କରି  ଲାଭ ପାଇବେ। ପିତାମାତାଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ ।

ସିଂହ: କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା: ଆଜି ପୂର୍ବର ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା  କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। କର୍ମକ୍ଷେତ୍ରରେ  ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।

ବିଛା: ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ର୍ନିମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ କର୍ମଚାରୀଙ୍କ ଆଦେଶାନୁସାରେ କାର୍ଯ୍ୟ କରିବା ପାଇଁ  ବାଧ୍ୟ ହେବେ।  ପିତା ମାତାଙ୍କ ଆର୍ଶ୍ରିବାଦ ଆପଣଙ୍କୁ ସହାୟ ହେବ।

ଧନୁ: କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ  ପ୍ରଶଂସନୀୟ ହେବେ। ମନ ଭାରାକ୍ରାନ୍ତ ରହିବ। କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା  ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ।

ମକର : ଘରକୁ ଅତିଥିଙ୍କ ଆଗମନ ସହ ଭ୍ରମଣ ଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟ ସ୍ଥିର ହେବାରୁ ମନ ଖୁସି ରହିବ । ବ୍ୟବସାୟୀମାନଙ୍କର ଆୟ ବୃଦ୍ଧି ହେବ, ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ  : ପାରିବାରିକ ଅଶାନ୍ତି ସହ ଅର୍ଥହାନୀ ଯୋଗ ରହିଛି।  ଜୀବନସାଥୀଙ୍କ ସହିତ ଭ୍ରମଣ ଯୋଗ ରହିଛି । ନୂତନ ବ୍ୟବସାୟ ପାଇଁ ଅର୍ଥ,ସ୍ଥାନ,ଗୃହର ସମସ୍ୟା ଥିଲେ ଆଜି ସମାଧାନର ବାଟ ଖୋଲିଯିବ ।

ମୀନ : କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ  । ସନ୍ତାନ ମାନଙ୍କ କାର୍ଯ୍ୟକଳାପ ଦେଖି ବାପାମା ଖୁସି ଅନୁଭବ କରିବେ । ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos