ଘରର କେଉଁ ଦିଗରେ କେଉଁ ଗଛ ରହିଲେ ମିଳିଥାଏ ଶୁଭଫଳ

କେଉଁ ବୃକ୍ଷ ଲଗାଇଲେ ବଢ଼ିଥାଏ ଧନଧାନ୍ୟ?

Tree

Representational Image

Jitendra Garnayak
  • Published: Sunday, 21 January 2024
  • Updated: 21 January 2024, 09:19 AM IST

Sports

Latest News

ବୃକ୍ଷ ରୋପଣ ଏକ ଭଲ କାର୍ଯ୍ୟ। ବୃକ୍ଷ କେବେ କାହାକୁ କ୍ଷତି ପହଞ୍ଚାଇ ନଥାଏ। ବରଂ ବୃକ୍ଷ ସବୁ ବେଳେ ଆମର ଉପକାର କରିଥାଏ। ତେବେ ବାସ୍ତୁ ଅନୁସାରେ ଘର ପରିସରରେ ବୃକ୍ଷ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଅର୍ଥାତ୍ କିଛି ବୃକ୍ଷ ଅଛି, ଯେଉଁ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଦିଗରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସେହିପରି କିଛି ଗଛ ଅଛି ଯେଉଁଗୁଡ଼ିକୁ ଘରଠାରୁ ଦୂରରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଏସବୁକୁ ନେଇ କ’ଣ ଟିପ୍ସ ଦେଇଛନ୍ତି ବିଶିଷ୍ଟ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା।

  1. ଘରର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ଗୁଆ ବୃକ୍ଷ ଲଗାଇଲେ ଶୁଭ
  2. ଘରର ପୂର୍ବ ଭାଗରେ ବେଲ, ତୁଳସୀ, ଶ୍ୱେତ ଅରଖ, ଅଁଳା, ମଲ୍ଲୀ, ସମୀ, ଅଶୋକ ବୃକ୍ଷ ରହିଲେ ଶୁଭ
  3. ଘରର ଅଗ୍ନି କୋଣରେ ମଧୁମାଳତି ଅତ୍ୟନ୍ତ ଶୁଭ
  4. ଘର ଭିତରେ ମନି ପ୍ଲାଣ୍ଟ୍ ଅତ୍ୟନ୍ତ ଶୁଭ
  5. ଘର ଠାରୁ ଦୂରରେ ସଜନା, ନିମ୍ବ, ଆମ୍ବ, ପିଜୁଳି, ଅମୃତଭଣ୍ଡା ଗଛ ଶୁଭ
  6.  କଣ୍ଟା ଜାତୀୟ ବୃକ୍ଷ ଯଥା ବରକୋଳି, ସିଜୁ, ନାଗଫେଣୀ ଗଛ ଅତ୍ୟନ୍ତ ଅଶୁଭ
  7. ଲେମ୍ବୁ, ଗୋଲାପ ଆଦି କଣ୍ଟା ଜାତୀୟ ହେଲେ ମଧ୍ୟ ଘର ପାଇଁ ଶୁଭ ଫଳ ପ୍ରଦାନ କରିଥାଏ
  8. ସମୀ ବୃକ୍ଷ ଧନଧାନ୍ୟ ବୃଦ୍ଧି ହୋଇଥାଏ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story