Advertisment

ଘରର କେଉଁ ଦିଗରେ କେଉଁ ଗଛ ରହିଲେ ମିଳିଥାଏ ଶୁଭଫଳ

କେଉଁ ବୃକ୍ଷ ଲଗାଇଲେ ବଢ଼ିଥାଏ ଧନଧାନ୍ୟ?

Tree

Tree

Advertisment

ବୃକ୍ଷ ରୋପଣ ଏକ ଭଲ କାର୍ଯ୍ୟ। ବୃକ୍ଷ କେବେ କାହାକୁ କ୍ଷତି ପହଞ୍ଚାଇ ନଥାଏ। ବରଂ ବୃକ୍ଷ ସବୁ ବେଳେ ଆମର ଉପକାର କରିଥାଏ। ତେବେ ବାସ୍ତୁ ଅନୁସାରେ ଘର ପରିସରରେ ବୃକ୍ଷ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଅର୍ଥାତ୍ କିଛି ବୃକ୍ଷ ଅଛି, ଯେଉଁ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଦିଗରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସେହିପରି କିଛି ଗଛ ଅଛି ଯେଉଁଗୁଡ଼ିକୁ ଘରଠାରୁ ଦୂରରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଏସବୁକୁ ନେଇ କ’ଣ ଟିପ୍ସ ଦେଇଛନ୍ତି ବିଶିଷ୍ଟ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା।

Advertisment
  1. ଘରର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ଗୁଆ ବୃକ୍ଷ ଲଗାଇଲେ ଶୁଭ
  2. ଘରର ପୂର୍ବ ଭାଗରେ ବେଲ, ତୁଳସୀ, ଶ୍ୱେତ ଅରଖ, ଅଁଳା, ମଲ୍ଲୀ, ସମୀ, ଅଶୋକ ବୃକ୍ଷ ରହିଲେ ଶୁଭ
  3. ଘରର ଅଗ୍ନି କୋଣରେ ମଧୁମାଳତି ଅତ୍ୟନ୍ତ ଶୁଭ
  4. ଘର ଭିତରେ ମନି ପ୍ଲାଣ୍ଟ୍ ଅତ୍ୟନ୍ତ ଶୁଭ
  5. ଘର ଠାରୁ ଦୂରରେ ସଜନା, ନିମ୍ବ, ଆମ୍ବ, ପିଜୁଳି, ଅମୃତଭଣ୍ଡା ଗଛ ଶୁଭ
  6.  କଣ୍ଟା ଜାତୀୟ ବୃକ୍ଷ ଯଥା ବରକୋଳି, ସିଜୁ, ନାଗଫେଣୀ ଗଛ ଅତ୍ୟନ୍ତ ଅଶୁଭ
  7. ଲେମ୍ବୁ, ଗୋଲାପ ଆଦି କଣ୍ଟା ଜାତୀୟ ହେଲେ ମଧ୍ୟ ଘର ପାଇଁ ଶୁଭ ଫଳ ପ୍ରଦାନ କରିଥାଏ
  8. ସମୀ ବୃକ୍ଷ ଧନଧାନ୍ୟ ବୃଦ୍ଧି ହୋଇଥାଏ
Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe