୧୪ ନଭେମ୍ବର, ଶନିବାର: ଉପହାର ମିଳିବ

ମେଷ: ସରକାରୀ କାମରେ ସଫଳତା ମିଳିବ। ସାଂସାରିକ ଜୀବନରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ସୁଖ ପାଇବେ। କୌଣସି ମିତ୍ରଙ୍କୁ ସହାୟତାର ହାତ ବଢ଼ାଇବେ। ବୃଷ: ବିଗିଡ଼ି ଯାଇଥିବା କାର୍ଯ୍ୟ ସଂପନ୍ନ ହେବ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଅନ୍ୟମାନଙ୍କ ପ୍ରତି ଉଦାର ହେବେ। ଉପହାର ମିଳିବ ମିଥୁନ: ସମାଜରେ ମାନସମ୍ମାନ ବଢ଼ିବ। ସୁସ୍ଥ ରହିବେ ଓ ମନ ଶାନ୍ତ ରହିବ। ଘରକୁ କିଛି ନୂଆ ବସ୍ତୁ କିଣି ଆଣିପାରନ୍ତି। କର୍କଟ: ସାମାଜିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା […]

hhhhhhh-1

hhhhhhh-1

Tapaswini Nayak
  • Published: Saturday, 14 November 2020
  • Updated: 14 November 2020, 07:58 AM IST

Sports

Latest News

ମେଷ: ସରକାରୀ କାମରେ ସଫଳତା ମିଳିବ। ସାଂସାରିକ ଜୀବନରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ସୁଖ ପାଇବେ। କୌଣସି ମିତ୍ରଙ୍କୁ ସହାୟତାର ହାତ ବଢ଼ାଇବେ।

ବୃଷ: ବିଗିଡ଼ି ଯାଇଥିବା କାର୍ଯ୍ୟ ସଂପନ୍ନ ହେବ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଅନ୍ୟମାନଙ୍କ ପ୍ରତି ଉଦାର ହେବେ। ଉପହାର ମିଳିବ

ମିଥୁନ: ସମାଜରେ ମାନସମ୍ମାନ ବଢ଼ିବ। ସୁସ୍ଥ ରହିବେ ଓ ମନ ଶାନ୍ତ ରହିବ। ଘରକୁ କିଛି ନୂଆ ବସ୍ତୁ କିଣି ଆଣିପାରନ୍ତି।

କର୍କଟ: ସାମାଜିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରାଇବେ।

ସିଂହ: ସାହିତ୍ୟ ପ୍ରତି ମନ ବଳାଇବେ। ଅସୁସ୍ଥ ଅନୁଭବ କରିପାରନ୍ତି। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ନିଜର କ୍ଷମତା ଓ ଯୋଗ୍ୟତାକୁ ବେଶ୍ ଭଲ ଭାବେ ଉପଯୋଗ କରିବେ। ପୁରୁଣା ମିତ୍ରଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ। ଦୁଃଶ୍ଚିନ୍ତା ଦୂର ହେବ।

ତୁଳା: ସମ୍ପତ୍ତି ସମ୍ବନ୍ଧୀୟ ଶୁଭ ସମାଚାର ଶୁଣିବାକୁ ମିଳିବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ଶତ୍ରୁ ସାମ୍ନାକୁ ଆସିବେ ନାହିଁ।

ବିଛା: ସମାଜରେ ଥିବା ପତିଆରା ବଜାୟ ରହିବ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ସହ ଥିବା ବିବାଦ ଦୂର ହୋଇଯିବ।

ଧନୁ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ପ୍ରଶଂସା ପାଇବେ।

ମକର: ସନ୍ତାନଙ୍କ ସଂପର୍କରେ କୌଣସି ଖବର ଶୁଣି ଖୁସି ହେବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଶତ୍ରୁମାନେ ମିତ୍ରଭଳି ଆଚରଣ କରିବେ।

କୁମ୍ଭ: ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। ଶରୀର ସୁସ୍ଥ ରହିବା ସହ ଆର୍ଥିକ ସ୍ଥିତି ସୁଧୁରିଯିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ ଜାଗା କିଣିବା ପାଇଁ ଯୋଜନା କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story