୧୭ ଡିସେମ୍ବର, ଗୁରୁବାର: ପରିବାରରେ ଖୁସିର ବାତାବରଣ ଦେଖାଯିବ

ମେଷ: ଦୂରସ୍ଥାନକୁ ଯାତ୍ରା କରିବେ। ପରିବାରରେ ଖୁସିର ବାତାବରଣ ଦେଖାଯିବ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ବୃଷ: ସ୍ଵଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତ ହେବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ମିଥୁନ: କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ। ବ୍ୟବସାୟରେ ସୁଧାର ଆସିବାରୁ ମନ ଖୁସି ରହିବ। ନୂତନ କାର୍ଯ୍ୟରେ ହାତ ଦେଲେ ବିଫଳ ହୋଇପାରନ୍ତି। କର୍କଟ: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଶତ୍ରୁମାନଙ୍କ […]

hhhhhhh-1

hhhhhhh-1

Tapaswini Nayak
  • Published: Thursday, 17 December 2020
  • Updated: 17 December 2020, 09:12 AM IST

Sports

Latest News

ମେଷ: ଦୂରସ୍ଥାନକୁ ଯାତ୍ରା କରିବେ। ପରିବାରରେ ଖୁସିର ବାତାବରଣ ଦେଖାଯିବ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ।

ବୃଷ: ସ୍ଵଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତ ହେବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ। ବ୍ୟବସାୟରେ ସୁଧାର ଆସିବାରୁ ମନ ଖୁସି ରହିବ। ନୂତନ କାର୍ଯ୍ୟରେ ହାତ ଦେଲେ ବିଫଳ ହୋଇପାରନ୍ତି।

କର୍କଟ: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଶତ୍ରୁମାନଙ୍କ ସହ ମୁକାବିଲା କରି ନୂଆ ନିଯୁକ୍ତିର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ସିଂହ: ସମାଜରେ ସମ୍ମାନ ବୃଦ୍ଧି ପାଇବ। ସହକର୍ମୀମାନଙ୍କ ସହ ଥିବା ଶତ୍ରୁତାର ଅବସାନ ଘଟିବ। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ।

କନ୍ୟା: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନିଜ ଚେଷ୍ଟାରେ କାର୍ଯ୍ୟ କରି ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବଜାୟ ରହିବ।

ତୁଳା: ମିଠା କଥା ଯୋଗୁ କେତେକ କ୍ଷେତ୍ରରେ ଉନ୍ନତି ହେବ। ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ।

ବିଛା: ଶୁଭ ସମାଚାର ମିଳିବା ସହ ନିଜଲୋକ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆନନ୍ଦିତ ହେବେ।
ମିଠା ଖାଇ ଘରୁ ବାହାରନ୍ତୁ।

ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ ଯାହାଫଳରେ ମନ ଖୁସି ରହିବ।  ବିରୋଧୀମାନେ ଦୂରେଇଯିବା ଫଳରେ ଅଟକି ଯାଇଥିବା କାର୍ଯ୍ୟ ଚାଲୁ କରିପାରିବେ।

ମକର: କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ପାଇବା ସହ ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ। ବ୍ୟବସାୟରେ ବକେୟା ଅର୍ଥ କିଛି ଆଦାୟ ହେବ। ଶୁଭ କର୍ମର ଯୋଗ ଦେଇ ପାରନ୍ତି।

କୁମ୍ଭ: ଅର୍ଥ ସମ୍ପର୍କିତ କାର୍ଯ୍ୟରେ ସଫଳତା ମନକୁ ପ୍ରସନ୍ନ ରଖିବ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ।  ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ।

ମୀନ: ସ୍ଵ।ସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଅର୍ଥ ସମ୍ପର୍କୀୟ କଥା ହେବା ପାଇଁ ସମୟ ପ୍ରାୟ ଅନୁକୂଳ ରହିବ। ଆକସ୍ମିକ ଅର୍ଥ ଲାଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story