୧ ନଭେମ୍ବର, ରବିବାର: ବ୍ୟବସାୟରେ ଲାଭବାନ ହେବେ

ମେଷ:ପାରିବାରିକ ଅଶାନ୍ତି, ମନୋମାଳିନ୍ୟ, ମନକୁ ଭାରାକ୍ରାନ୍ତ କରାଇବ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ମାନ ଦେଖାଦେବ। ବୃଷ: ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ। ଅଟକି ରହିଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବ। ମହିଳା ମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ। ମିଥୁନ: କର୍ମ କ୍ଷେତ୍ରରେ ଉଚ୍ଚକତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତୃମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିବେ କର୍କଟ:ସମସ୍ୟାର […]

hhhhhhhhhhhhhh

hhhhhhhhhhhhhh

Tapaswini Nayak
  • Published: Sunday, 01 November 2020
  • Updated: 01 November 2020, 07:46 AM IST

Sports

Latest News

ମେଷ:ପାରିବାରିକ ଅଶାନ୍ତି, ମନୋମାଳିନ୍ୟ, ମନକୁ ଭାରାକ୍ରାନ୍ତ କରାଇବ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି।
ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ମାନ ଦେଖାଦେବ।

ବୃଷ: ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ। ଅଟକି ରହିଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବ। ମହିଳା ମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ।

ମିଥୁନ: କର୍ମ କ୍ଷେତ୍ରରେ ଉଚ୍ଚକତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତୃମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିବେ

କର୍କଟ:ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ ହେବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ।

ସିଂହ: ଜଗିରଖି କାମ କରନ୍ତୁ ନଚେତ ବାଧାବିଘ୍ନର ସମ୍ମୁଖିନ ହେବେ। କର୍ମ କ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇ ପାରନ୍ତି।
ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

କନ୍ୟା: ଶରୀର ସୁସ୍ଥ ରହିବ । ସନ୍ଦେହ ଓ ଭୁଲ ବୁଝାମଣା ଦୂରହୋଇ ବନ୍ଧୁତ୍ୱ ନିବିଡ ହେବ। ମହିଳା ମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବ। ଗାଧୋଇ ସାରି ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ।

ତୁଳା: ପରିବାରରେ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ରାସ୍ତାରେ ଯା’ଆସ ବେଳେ ସତର୍କ ରୁହନ୍ତୁ।

ବିଛା: ଅଫିସ୍ ବା କାର୍ଯ୍ୟସ୍ଥଳରେ କାମର ଚାପ ବଢ଼ିବ। ଦିନଟି ବ୍ୟସ୍ତତା ଭିତରେ କଟିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ। ହଳଦୀ ରଙ୍ଗର ଟୀକା ମଥାରେ ଲଗାନ୍ତୁ।

ମକର: ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ପାଇବେ। ସମାଜରେ ପତିଆରା ବୃଦ୍ଧି ପାଇବ।

କୁମ୍ଭ: ସ୍ଥଗିତ ରଖିଥିବା କାମକୁ ତ୍ୱରାନ୍ୱିତ କରିବେ। କେହି ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି। କିଛି ଶୁଭ ଖବର ପାଇପାରନ୍ତି।

ମୀନ: ବୃଥା ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଅପ୍ରିୟ ସତ୍ୟକଥା କହି ଅପମାନିତ ହୋଇପାରନ୍ତି। ପତ୍ନୀଙ୍କ ସହଯୋଗ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story