Advertisment

ସମ୍ପତ୍ତି ବିକ୍ରି ହେଉନାହିଁ କି? ଆପଣାନ୍ତୁ ଏହି ଉପାୟ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଘର ବା ସମ୍ପତ୍ତି ଇତ୍ୟାଦି ବିକ୍ରି କରିବାକୁ ଚାହୁଁଛନ୍ତି କି? ଆଉ ତାହା କିଣିବାକୁ ଗରାଖ ଯୋଗାଡ଼ ହୋଇ ପାରୁନାହାନ୍ତି।  ଏଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ଏହି ଉପାୟ ଆପଣାଇଲେ ଆପଣଙ୍କ ସମ୍ପତ୍ତି ବିକ୍ରି ହେବାରେ ସମସ୍ୟା ଉପୁଜିବ ନାହିଁ। ଏକ ୫୦ ମିଟରର ଧଳା କପଡ଼ା ନେଇ ଯେଉଁ ସମ୍ପତ୍ତି ବିକ୍ରି ହୋଇ ପାରୁନାହିଁ ତାହାର ଉତ୍ତର ପୂର୍ବ କୋଣରେ ବିଛାନ୍ତୁ। ଏବଂ ତା ଉପରେ ଆଲୋବେରାର ଏକ ଗଛ […]

ଅଦ୍ୟତନ ହୋଇଛି
ସମ୍ପତ୍ତି ବିକ୍ରି ହେଉନାହିଁ କି? ଆପଣାନ୍ତୁ ଏହି ଉପାୟ...

a11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଘର ବା ସମ୍ପତ୍ତି ଇତ୍ୟାଦି ବିକ୍ରି କରିବାକୁ ଚାହୁଁଛନ୍ତି କି? ଆଉ ତାହା କିଣିବାକୁ ଗରାଖ ଯୋଗାଡ଼ ହୋଇ ପାରୁନାହାନ୍ତି।  ଏଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ଏହି ଉପାୟ ଆପଣାଇଲେ ଆପଣଙ୍କ ସମ୍ପତ୍ତି ବିକ୍ରି ହେବାରେ ସମସ୍ୟା ଉପୁଜିବ ନାହିଁ।

Advertisment

ଏକ ୫୦ ମିଟରର ଧଳା କପଡ଼ା ନେଇ ଯେଉଁ ସମ୍ପତ୍ତି ବିକ୍ରି ହୋଇ ପାରୁନାହିଁ ତାହାର ଉତ୍ତର ପୂର୍ବ କୋଣରେ ବିଛାନ୍ତୁ। ଏବଂ ତା ଉପରେ ଆଲୋବେରାର ଏକ ଗଛ ଭଲ ଭାବେ ଧୋଇକି ରଖନ୍ତୁ। ଏହାପରେ ଏକ ବାସ୍ତୁ ଯନ୍ତ୍ର ଏବଂ ବାସ୍ତୁ ନିବାରଣ ଯନ୍ତ୍ର ମଧ୍ୟ ରଖନ୍ତୁ। ଏହି ପୂଜା ଆପଣ ମଙ୍ଗଳବାର ବା ଶନିବାର ରାତି ୯ଟା ବେଳକୁ କରନ୍ତୁ। ତା ପରେ ସେଠାରେ ବାସ୍ତୁ ଯନ୍ତ୍ର, ପାଣି, ସିନ୍ଦୁର, ଚାଉଳ ଇତ୍ୟାଦି ରଖି ପୂଜା କରନ୍ତୁ। ଏବଂ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

“ଓଁ ଚୈତନ୍ୟ ବାସ୍ତୁପୁରୁଷାୟ ନମଃ”

“ଓ ଚୈତନ୍ୟ ସଥଲ୍‌ପୁରଷାୟ ନମଃ”

ଏହା କଲା ପରେ ତା ପର ଦିନ ସକାଳ ୬ଟାରେ ପୂଜା କରିଥିବା ସବୁ ସାମଗ୍ରୀକୁ କପଡ଼ା ସହ ଏକ ଧଳା କାଗଜରେ ଗୁଡ଼ାଇ ଅଳିଆ ଗଦା ଉପରେ ରଖି ଆସନ୍ତୁ। ମନେରଖନ୍ତୁ ଯିବା ଆସିବା ସମୟରେ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ।

Advertisment

ଏହିପରି କଲେ ଆପଣଙ୍କ ଅନେକ ଦିନରୁ ବିକ୍ରି  ହୋଇ ପାରୁ ନଥିବା ସମ୍ପତ୍ତି ବିକ୍ରି ହେବାରେ କୌଣସି ସମସ୍ୟା ରହିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe