ହଠାତ୍‌ ମାଡ଼ି ଆସୁଛି କି ସମସ୍ୟା? ଜାଣନ୍ତୁ କ’ଣ ହୋଇପାରେ କାରଣ

ସବୁ କିଛି ଠିକ୍‌ ଚାଲୁଥିବା ବେଳେ ହଠାତ୍‌ ଏପରି କିଛି ସମସ୍ୟା ଆସେ ଯାହା ଆମର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦିଏ। ଏଥିଯୋଗୁ ଘରର ବଜେଟ ପୂରା ବିଗିଡ଼ି ଯାଏ। ଆପଣ କେବେ ଭାବିଛନ୍ତି, ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଉ କିଛି ବାସ୍ତୁ ଟିପ୍ସକୁ ଆପଣାଇ ଏଭଳି ସମସ୍ୟାରୁ ମୁକୁଳାଇ ପାରେ। ଯଦି ଘରେ ଥିବା ପାଣି ଟ୍ୟାପ ବନ୍ଦ କରିବା ପରେ ଵି ବୁନ୍ଦା ବୁନ୍ଦା ହୋଇ ପାଣି ବୋହୁଛି, ତା’ହେଲେ […]

Inside pic of a house

Inside pic of a house

Niharika Rout
  • Published: Friday, 11 June 2021
  • Updated: 11 June 2021, 03:13 PM IST

Sports

Latest News

ସବୁ କିଛି ଠିକ୍‌ ଚାଲୁଥିବା ବେଳେ ହଠାତ୍‌ ଏପରି କିଛି ସମସ୍ୟା ଆସେ ଯାହା ଆମର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦିଏ। ଏଥିଯୋଗୁ ଘରର ବଜେଟ ପୂରା ବିଗିଡ଼ି ଯାଏ। ଆପଣ କେବେ ଭାବିଛନ୍ତି, ଏହା ପଛରେ କିଛି ବାସ୍ତୁ ଦୋଷ ଥାଇପାରେ। ଆଉ କିଛି ବାସ୍ତୁ ଟିପ୍ସକୁ ଆପଣାଇ ଏଭଳି ସମସ୍ୟାରୁ ମୁକୁଳାଇ ପାରେ।

  • ଯଦି ଘରେ ଥିବା ପାଣି ଟ୍ୟାପ ବନ୍ଦ କରିବା ପରେ ଵି ବୁନ୍ଦା ବୁନ୍ଦା ହୋଇ ପାଣି ବୋହୁଛି, ତା’ହେଲେ ଏହାକୁ ହାଲକା ଭାବେ ନିଅନ୍ତୁ ନାହିଁ। କୁହାଯାଏ, ଯେପରି ଟୋପା ଟୋପା ପାଣି ପଡ଼ି ନଷ୍ଟ ହୋଇଥାଏ, ସେପରି ଆପଣଙ୍କ ଘରର ଧନ ମଧ୍ୟ ଅପବ୍ୟୟ ହୋଇଥାଏ। ତେଣୁ ତୁରନ୍ତ ଏପରି ସମସ୍ୟାର ସମାଧାନ କରନ୍ତୁ। ଟ୍ୟାପ୍‌କୁ ମରାମତି କରନ୍ତୁ ନହେଲେ ନୂଆ ଟ୍ୟାପ୍ ଲଗାନ୍ତୁ।
  • ଆପଣଙ୍କ ଘରୁ ଯେତେ ପାଣି ନିଷ୍କାସିତ ହେଉଛି, ଧ୍ୟାନ ରଖନ୍ତୁ ତାହା ଯେପରି ଘରର ପୂର୍ବ କିମ୍ବା ଉତ୍ତର ଦିଗରୁ ନିଷ୍କାସିତ ହେଉଥିବ। ଏପରି ଦ୍ୱାରା କେବଳ ଧନର ଅପଚୟ ରୋକଯାଇ ପାରିବ ତାହା ନୁହେଁ, ଘରର ଆର୍ଥିକ ସମୃଦ୍ଧି ଵି ହୋଇଥାଏ।
  • ଆପଣ ଘରେ ରଖିଥିବା ଆଲମାରୀକୁ ଏପରି ଭାବେ ରଖନ୍ତୁ, ଯେପରି ଖୋଲିବା ବେଳେ ତାହା ଉତ୍ତର ଦିଗକୁ ଖୋଲିବ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି କେବେ ଦୋହଲି ନ ଥାଏ। କୁହାଯାଏ, ଉତ୍ତର ଦିଗ ହିଁ ଧନ ଆଗମନର ଦିଗ।
  • ସାଧାରଣତଃ ସବୁ ହିନ୍ଦୁ ଘର ଅଗଣାରେ ତୁଳସୀ ଗଛକୁ ପୂଜା କରାଯାଏ। ସବୁବେଳେ ତୁଳସୀ ଗଛରେ ଭରପୁର ପତ୍ର ରହିବା ଘର ପାଇଁ ଭଲ। ତୁଳସୀ ଗଛ ଝାଉଁଳି ଗଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ ଘରର ଆର୍ଥିକ ସମସ୍ୟା ଦେଖାଦେଇ ପାରେ।
  • ଭାଙ୍ଗି ଯାଇଥିବା ଆଇନାକୁ ସବୁବେଳେ ଅଶୁଭ ବୋଲି ଧରାଯାଇଥାଏ। ତେଣୁ ଘରେ କେବେ ଆଇନା ଭାଙ୍ଗିଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ୍ ଘରେ ଅଚାନକ ଆର୍ଥିକ ସଙ୍କଟ ଦେଖାଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story