ଆଜି ୧୭ ଜୁନ୍‌ ଗୁରୁବାର, ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି  ନିଷ୍ପତି ନିଅନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରତିକାର- ମା ମଙ୍ଗଳାଙ୍କୁ ଆରାଧନା କରିବା ସହିତ ଦୀପ ଜାଳନ୍ତୁ। ବୃଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବ କିନ୍ତୁ ସେଥିପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ଭାତୃବିବାଦ ଓ ପାରିବାରିକ କଳହ ଦେଖାଦେବ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ପ୍ରତିକାର- ମିଠା ଖାଦ୍ୟ  ଖାଆନ୍ତୁ। ମିଥୁନ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। […]

RASI

RASI

Niharika Rout
  • Published: Thursday, 17 June 2021
  • Updated: 17 June 2021, 08:10 AM IST

Sports

Latest News

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି  ନିଷ୍ପତି ନିଅନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ପ୍ରତିକାର- ମା ମଙ୍ଗଳାଙ୍କୁ ଆରାଧନା କରିବା ସହିତ ଦୀପ ଜାଳନ୍ତୁ।

ବୃଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବ କିନ୍ତୁ ସେଥିପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ଭାତୃବିବାଦ ଓ ପାରିବାରିକ କଳହ ଦେଖାଦେବ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

ପ୍ରତିକାର- ମିଠା ଖାଦ୍ୟ  ଖାଆନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟରେ ଅଧିକ ସମୟ ଦେବା ହେତୁ ଅର୍ଥଲାଭ ମିଳିବ।

ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ।

କର୍କଟ: ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ ନାହିଁ। ବ୍ୟୟ ବୃଦ୍ଧି ଦେଖାଦେବାରୁ ମନ ଭଲ ରହିବ ନାହିଁ। ପରିବାରରେ ତିକ୍ତତା ଦେଖାଦେବ ଏବଂ ଆର୍ଥିକ ସମସ୍ୟା ଲାଗି ରହିବ। 

ପ୍ରତିକାର- ଜଳରେ କଞ୍ଚାକ୍ଷୀର ଟିକେ ମିଶାଇ ସ୍ନାନ କରନ୍ତୁ। 

ସିଂହ: ପାରିବାରିକ ଜୀବନ ସୁଖମୟ ରହିବ। ସୁସ୍ୱାଦୁ ଭୋଜନ କରିବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ। ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ପ୍ରତିକାର-  ସୂର୍ଯ୍ୟଦେବଙ୍କୁ  ଜଳ ଅର୍ପ ଣ କରନ୍ତୁ।

କନ୍ୟା:  କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମାନସିକ ସୁଖ ମିଳିବ। ବ୍ୟବସାୟରେ ବ୍ୟୟ ବୃଦ୍ଧି ବଢିବାରୁ ନୂଆ ନୀତି ପ୍ରୟୋଗ କରିବେ।  ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ପ୍ରତିକାର-  ମଥାରେ ଚନ୍ଦନ ଲଗାନ୍ତୁ।

ତୁଳା:  ବ୍ୟବସାୟରେ ଧନ ବୃଦ୍ଧି ଦେଖାଦେବ। ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ ପାଇଁ ବନ୍ଧୁ ସହଯୋଗର ହାତ ବଢାଇବେ। ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗିପାରେ।

ପ୍ରତିକାର- ମା’ଙ୍କୁ ପ୍ରଣାମ କରନ୍ତୁ।

ବିଛା : ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା କର୍ମଚାରୀଙ୍କ ମାନସମ୍ମାନ ପ୍ରାପ୍ତି ହେବ। ଭାବୁଥିବା କଥା ଅଚାନକ ପୂରଣ ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ଧନୁ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ଓ ବ୍ୟବସାୟରେ ଅର୍ଥ ଅଭାବ ଦେଖାଦେବ। ସ୍ୱାମୀ-ସ୍ତ୍ରୀ’ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ପ୍ରତିକାର- ନମଃ ଶିବାୟ, ମନ୍ତ୍ର ଜପ କରନ୍ତୁ।

ମକର: ପିଲାଙ୍କ ସହିତ ବାପା ମା’ଙ୍କର ବଚସା ହେବାର ସମ୍ଭାବନା ରହିଛି। ସେଥିପାଇଁ ଜଗିରଖି ଚଳିବାକୁ ପଡିବ। ଯାନବାହାନ ଚଳାଇଲା ବେଳେ ଜଗିରଖି  ଯାଆନ୍ତୁ। ଭାତୃବିବାଦଠାରୁ ଦୂରେଇ ରୁହନ୍ତୁ। ବକେୟା ଅର୍ଥ ପ୍ରାପ୍ତି ହେବ।

ପ୍ରତିକାର- ପାଖରେ ହଳଦୀ ରଖନ୍ତୁ।

କୁମ୍ଭ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବା ସହିତ ଶୁସ୍ୱାଦୁ ଭୋଜନ କରିବେ। ପ୍ରାଭଭେଟ୍ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କର ମାନସିକ ଅଶାନ୍ତି ଦେଖାଦେବ।

ପ୍ରତିକାର- କୁଆ , ପାରାଙ୍କୁ ଖାଦ୍ୟ ଦିଅନ୍ତୁ l

ମୀନ:  କର୍ମକ୍ଷେତ୍ରରେ ଉନ୍ନତି କରିବେ ଏବଂ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ସଫଳତା ପାଇବେ। ନୂଆ ଘର ତୋଳିବା ପାଇଁ ବନ୍ଧୁଙ୍କଠାରୁ ଋଣ  ଆଣିବେ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story