୧୭ ଜାନୁଆରୀ, ରବିବାର: କାର୍ଯ୍ୟରେ ସଫଳ ହେବେ

ମେଷ: ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ। ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ଶତ୍ରୁ ବୃଦ୍ଧି ହେଲେ ମଧ୍ୟ ସବୁ କ୍ଷେତ୍ରରେ ସଫଳ ହେବେ। ବୃଷ: ସାମାଜିକ କାର୍ଯ୍ୟରେ ମନବଳାଇବେ। ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷଜନକ ହେବ। ମିଥୁନ: ବିଦ୍ୟା କ୍ଷେତ୍ରରେ ଉନ୍ନତି ସହ ସଫଳତା […]

rashi5

rashi5

Madhupriya Mistry
  • Published: Sunday, 17 January 2021
  • Updated: 17 January 2021, 08:08 AM IST

Sports

Latest News

ମେଷ: ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ। ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ଶତ୍ରୁ ବୃଦ୍ଧି ହେଲେ ମଧ୍ୟ ସବୁ କ୍ଷେତ୍ରରେ ସଫଳ ହେବେ।

ବୃଷ: ସାମାଜିକ କାର୍ଯ୍ୟରେ ମନବଳାଇବେ। ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷଜନକ ହେବ।

ମିଥୁନ: ବିଦ୍ୟା କ୍ଷେତ୍ରରେ ଉନ୍ନତି ସହ ସଫଳତା ମିଳିବ। ବ୍ୟବସାୟରେ ଅଧିକ ପରିଶ୍ରମ କରି ଆର୍ଥିକ ଦିଗକୁ ସୁଦୃଢ କରିବେ। ପାରିବାରିକ ଶାନ୍ତି ଦେଖାଦେବ।

କର୍କଟ: ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ପ୍ରଶଂସା ପାଇବେ। କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିପାରନ୍ତି।

ସିଂହ: ଧନ ଅର୍ଜନ ଦିଗରୁ ସୁରକ୍ଷିତ ରହି ନିଜର ପ୍ରତିପତ୍ତି ବିସ୍ତାର କରିପାରିବେ। ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ବିଦ୍ୟାକ୍ଷେତ୍ରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ।

କନ୍ୟା: ଶୁଭ ସମ୍ବାଦ ପାଇ ଖୁସି ହେବେ। ଦୂରଯାତ୍ରା କରିବେ । ଶତ୍ରୁ ଓ ବିରୋଧୀମାନେ ପରାସ୍ତ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଜୟଯୁକ୍ତ ଲାଭ କରିପାରନ୍ତି।

ତୁଳା: ଶରୀର ସୁସ୍ଥ ରହିବା ସହ ପରିବାରରେ ଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ୍ ହେବେ। ପୈତୃକ ସମ୍ପତ୍ତି ଲାଭ ହଆଇପାରେ। ପରିବାରରେ ଶାନ୍ତି ଦେଖାଦେବ।

ବିଛା: ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ସନ୍ତାନମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଭଉଣୀମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ।

ଧନୁ: ବନ୍ଧୁଙ୍କ କାମରେ ସନ୍ତୁଷ୍ଟ ରହିବେ। ଅଚାନକ ଧନ ପ୍ରାପ୍ତି ହୋଇ ଆର୍ଥିକ ଉନ୍ନତି ହୋଇପାରେ। କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ଦୃଢ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।

ମକର: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବା ଫଳରେ ଶତ୍ରୁ ପରାଜିତ ହେବେ। ବ୍ୟବସାୟରେ ବାକିଥିବା ଅର୍ଥ ପ୍ରାପ୍ତ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ।

କୁମ୍ଭ: ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହୋଇ ନୂତନ ଯୋଜନାରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ଦୂରସ୍ଥାନକୁ ଯାତ୍ରା  କରିପାରନ୍ତି। ବ୍ୟବସାୟ, ଆର୍ଥିକ ଉନ୍ନତି ଓ ମାନସମ୍ମାନ ବୃଦ୍ଧି ହେବ।

ମୀନ: ସମସ୍ତ ପ୍ରକାର ବ୍ୟବସାୟରେ ଲାଭବାନ୍ ହେବେ। ପିଲାଙ୍କର ବିଦ୍ୟାରେ ଉନ୍ନତି ହେବା ସହ ଖୁସି ଗପ କରିବାର ମଉକା ଜୁଟିବ। ଅନୁଷ୍ଠାନ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହୋଇ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story