୨୪ ଜାନୁଆରୀ, ରବିବାର: ଗୁପ୍ତ ଶତ୍ରୁ‌ଙ୍କ ସଂଖ୍ୟା ବଢ଼ିବ

ମେଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅପରାହ୍ନରେ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବା ସୁଯୋଗ ରହିଛି। ବୃଷ: ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବ୍ୟବସାୟରେ ନୂଆନୀତି ପ୍ରୟୋଗ କରିବେ। ଗୁପ୍ତ ଶତ୍ରୁ ବୃଦ୍ଧି ହେବେ କିନ୍ତୁ ମନୋବଳ ଦୃଢ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ସୃଷ୍ଟି ହେବ। […]

rashi5

rashi5

Madhupriya Mistry
  • Published: Sunday, 24 January 2021
  • Updated: 24 January 2021, 07:43 AM IST

Sports

Latest News

ମେଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅପରାହ୍ନରେ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବା ସୁଯୋଗ ରହିଛି।

ବୃଷ: ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ବ୍ୟବସାୟରେ ନୂଆନୀତି ପ୍ରୟୋଗ କରିବେ। ଗୁପ୍ତ ଶତ୍ରୁ ବୃଦ୍ଧି ହେବେ କିନ୍ତୁ ମନୋବଳ ଦୃଢ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ସୃଷ୍ଟି ହେବ।

କର୍କଟ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ତଥାପି ବାଧାବିଘ୍ନ ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବୃଦ୍ଧି ହେବ।

ସିଂହ: ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ମନରେ ଭାବୁଥିବା କଥା ଅଚାନକ ପୂରଣ ହୋଇପାରେ ।

କନ୍ୟା: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ହେବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ ସମାଧାନ କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗିପାରେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ସୃଷ୍ଟି ହେବ। ଭାତ୍ରୁ ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଛା: ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇ ପାରିବେ। ପ୍ରାଇଭେଟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଶାନ୍ତି ଦେଖା ଦେଇପାରେ।

ଧନୁ: ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ଏବଂ ସୁସ୍ୱାଦୁ ଭୋଜନ କରିବେ। ଆଜି ଆପଣଙ୍କର  ବହୁଦିନର ଦୂର ବନ୍ଧୁଙ୍କ ସହ ମିଳନ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ ଦେବ, ସୁଫଳ ମିଳିପାରେ ।

ମକର: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ଚିନ୍ତା କରିପାରନ୍ତି। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।

କୁମ୍ଭ: ବ୍ୟବସାୟକୁ ବଢେଇବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

ମୀନ: ପିଲାମାନଙ୍କ  ପାଠ ପଢାକୁ ନେଇ ବାପା ମାଆ ଚିନ୍ତା କରିପାରନ୍ତି। କ୍ଷୁଦ୍ର ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ମାନ ସମ୍ମାନ ଓ ପଦ-ମର୍ଯ୍ୟାଦା ବୃଦ୍ଧି ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story