୨ ଏପ୍ରିଲ, ରବିବାର: ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ

ଧନୁ ରାଶିର ଲୋକଙ୍କୁ ମିଶ୍ରିତ ଫଳ ପ୍ରାପ୍ତି ହେବ। ପରିବାରରେ ସୁସ୍ଥ ବାତାବରଣ ବଜାୟ ରହିବ। ସତର୍କ ନରହିଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

Rashi PhotoOR

Representational Image

Jitendra Garnayak
  • Published: Sunday, 02 April 2023
  • Updated: 02 April 2023, 07:41 AM IST

Sports

Latest News

ମେଷ: ପ୍ରତିଯୋଗିତାରେ ବିଜୟୀ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ପ୍ରୟାସ କରିବେ।

ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ପାରିବାରିକ ଅଶାନ୍ତି ଓ ଅସନ୍ତୋଷ ଦୂର ହୋଇଯିବ। ବ୍ୟବସାୟରେ ଭଲ ଲାଭ ହେବ।

ମିଥୁନ: ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି। ଜମି, ଜାଗା, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

କର୍କଟ: ସହକର୍ମୀଙ୍କ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ଧନହାନି ହେବାର ସମ୍ଭାବନା ଅଛି।

ସିଂହ: ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ତେବେ କୌଶଳ କ୍ରମେ ତାହାକୁ ସମାଧାନ କରିବେ। କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ।

Also Read

କନ୍ୟା: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ଯୁବକ,ଯୁବତୀମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।

ତୁଳା: ମାନସିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସହକର୍ମୀମାନଙ୍କ ଦ୍ୱାରା ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରିବେ। ବକେୟା ଅର୍ଥ ପ୍ରାପ୍ତି ହେବ।

ବିଛା: ଅଧ୍ୟାପନା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ସୁସ୍ଥ ରହିବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ।

ଧନୁ: ମିଶ୍ରିତ ଫଳ ପ୍ରାପ୍ତି ହେବ। ପରିବାରରେ ସୁସ୍ଥ ବାତାବରଣ ବଜାୟ ରହିବ। ସତର୍କ ନରହିଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ମନ ଖୁସି ରହିବ। ଧନପ୍ରାପ୍ତିର ଯୋଗ ରହିଛି। କର୍ମ କ୍ଷେତ୍ରରେ ଉନ୍ନତି ଘଟିବ। ଆୟର ନୂତନ ପନ୍ଥା ମିଳିବ।

କୁମ୍ଭ: ଆତ୍ମନିର୍ଭରଶୀଳ ହେବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ହେବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ।

ମୀନ: ଅର୍ଥଲାଭ ହେବ। ସଭାସମିତିରେ ସମ୍ମାନିତ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ପତିଆରା ଓ ମାନସମ୍ମାନ ବୃଦ୍ଧି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story