ଜାଗା କିଣିବା ବେଳେ କରନ୍ତୁନି ଏପରି ତ୍ରୁଟି, ଭୋଗିବେ ଭୟଙ୍କର ପରିଣାମ

ନିଜର ଖଣ୍ଡେ ଜାଗା କିଣିବା ତଥା ତା’ ଉପରେ ଗୋଟିଏ ସୁନ୍ଦର ଘର ତିଆର କରିବା ସମସ୍ତଙ୍କ ସ୍ୱପ୍ନ ଥାଏ। ନିଜ ଜୀବଦଶାରେ ପରିବାର ପାଇଁ ଘର ଖଣ୍ଡେ କରିବାକୁ ସମସ୍ତେ ପ୍ରାଣପଣେ ଉଦ୍ୟମ କରିଥାନ୍ତି।

Home

Representational Image

Niharika Rout
  • Published: Friday, 01 March 2024
  • Updated: 01 March 2024, 02:00 PM IST

ହୋମ ସୁଇଟ୍‌ ହୋମ୍‌ । ନିଜ ଘରେ ଯେଉଁ ଶାନ୍ତି ତାହା ଆଉ କେଉଁଠି ମିଳିବ ନାହିଁ। ନିଜର ଖଣ୍ଡେ ଜାଗା କିଣିବା ତଥା ତା’ ଉପରେ ଗୋଟିଏ ସୁନ୍ଦର ଘର ତିଆର କରିବା ସମସ୍ତଙ୍କ ସ୍ୱପ୍ନ ଥାଏ। ନିଜ ଜୀବଦଶାରେ ପରିବାର ପାଇଁ ଘର ଖଣ୍ଡେ କରିବାକୁ ସମସ୍ତେ ପ୍ରାଣପଣେ ଉଦ୍ୟମ କରିଥାନ୍ତି। ମାତ୍ର ଜାଗା ଚୟନରେ ସାମାନ୍ୟ ତ୍ରୁଟି କରିଦେଲେ ଆପଣଙ୍କ ଦୀର୍ଘ ବର୍ଷର ପରିଶ୍ରମ ବୃଥା ଯିବା ସହ ସମାନ । କାରଣ ଜାଗାରେ କୌଣସି ବାସ୍ତୁ ଦୋଷ ରହିଲେ ପାରିବାରିକ ସମସ୍ୟା ତଥା ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କ ପିଛା ଛାଡ଼ିବନି।

ତେଣୁ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିପରି ଜାଗାକୁ ଚୟନ କରିବା। ବାସ୍ତୁ ଅନୁଯାୟୀ, ଜାଗା କିଣିବା ସମୟରେ ଏଥିପ୍ରତି ଧ୍ୟାନ ରଖନ୍ତୁ ଯେ ମାଟି ଖୋଳିବା ସମୟରେ ସେଥିରୁ କ’ଣ ବାହାରୁଛି। ମାଟି ଖୋଳିବା ସମୟରେ ସେଥିରୁ କପାଳ,ହାଣ୍ଡି, କୋଇଲା କିମ୍ବା ଲୁହା ବାହାରିଲେ ତାହା ଶୁଭ ନୁହେଁ। କିନ୍ତୁ ଇଟା, ପଥର ବା କଏନ ମିଳିଲେ ତାହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।

  • ବାସ୍ତୁ ଅନୁଯାୟୀ ମାଟି ଖୋଳିବା ସମୟରେ ଇଟା ପଥର ମିଳିଲେ ଧନ ଲାଭ ହୋଇଥାଏ। ତମ୍ବା ମୁଦ୍ରା ବାହାରିଲେ ଭୂମି ସୁଖ-ସମୃଦ୍ଧି ପୂର୍ଣ୍ଣ ହୋଇଥାଏ ବୋଲି ବିବେଚନା କରାଯାଏ।
  • ଆପଣ କିଣିଥିବା ଜାଗାର ମାଟି ରଙ୍ଗ ଲାଲ ରଙ୍ଗର ହୋଇଥିଲେ ତାହାକୁ ବ୍ୟବସାୟ ପାଇଁ ଶୁଭ ବୋଲି ବିଚେଚନା କରାଯାଇଥାଏ।
  • ଆପଣଙ୍କ ଜାଗାର ଆଖପାଖରେ କୌଣସି ପୁରୁଣା କୂଅ କିମ୍ବା ଭଗ୍ନାବଶେଷ ନ ରହିଲେ ଭଲ ।
  • ଜାଗା କିଣୁଥିବା ବେଳେ ଏଥିପ୍ରତି ଧ୍ୟାନ ରଖିବେ ଯେପରି ଆପଣଙ୍କ ଘରର ମୁହଁ ଦକ୍ଷିଣ ଦିଗକୁ ନ ରହିବ ।
  • ବାସ୍ତୁ ଅନୁଯାୟୀ, ଉତ୍ତର ବା ପୂର୍ବମୁଖୀ ଘରର ଦ୍ୱାରକୁ ସବୁବେଳେ ଶୁଭ ବିବେଚନା କରାଯାଇଥାଏ ।
  • ଅଧିକ ଖାଲ ହୋଇଥିବା ଜମିରେ ଘର କଲେ ଆର୍ଥିକ ଦୁର୍ଗତି କେତେବଳେ ବି ପିଛା ଛାଡ଼େନି। ଏଥିସହ ମାନସିକ ଦୁଶ୍ଚିନ୍ତା ବି ଲାଗି ରୁହେ।
  • ଜମିର ଦକ୍ଷିଣ ଦିଗରେ ଯେପରି କୌଣସି ଜଳ ସ୍ରୋତ, ଯେପରି ନଦୀ, ପୋଖରୀ, କୂଅ ଆଦି ନ ରହିବା ଭଲ ।
  • ଯେଉଁ ଜାଗାରେ କଣ୍ଟା ଜାତୀୟ ଗଛ ଥିବ ସେଠାରେ କେବେ ବି ଘର କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story