Advertisment

ଅନ୍ୟର ଏହି ୩ଟି ଜିନିଷ ବ୍ୟବହାର କରନ୍ତୁ ନାହିଁ, ନଚେତ ହୋଇଯିବେ କାଙ୍ଗାଳ

ପ୍ରଥମତଃ କେବେ ବି ଅନ୍ୟ କାହାର ଘଣ୍ଟାକୁ ନିଜ ହାତରେ ପିନ୍ଧନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଆପଣ ଚାରି ଆଡ଼ୁ ସଙ୍କଟରେ ଫସି ଯାଇ ପାରନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Watch

Watch

ସାଧାରଣତଃ ସମ୍ପର୍କ ନିବିଡ଼ ହେଲେ ପରସ୍ପର ମଧ୍ୟରେ ଘନିଷ୍ଠତା ବଢ଼ିଥାଏ। ଏହାଦ୍ୱାରା ଭାବର ଆଦାନ ପ୍ରଦାନ ସହ ଉଭୟ ପରସ୍ପର ସହ ସହଜ ଅନୁଭବ କରିଥାନ୍ତି। ଏଥିସହ ପରସ୍ପରର ଜିନିଷ ମଧ୍ୟ ବ୍ୟବହାର କରିଥାନ୍ତି। ମାତ୍ର ଏପରିକି କିଛି ଜିନିଷ ଅଛି ଯାହାକି ନିଜର ହିଁ ବ୍ୟବହାର କରିବା ଭଲ। ଏପରି ଜିନିଷ ଅନ୍ୟର ବ୍ୟବହାର କରିବା ଦ୍ୱାରା ମାଡ଼ିଆସେ ଆର୍ଥିକ ସଙ୍କଟ । ପିଛା ଛାଡ଼ନି ସମସ୍ୟା। ଏପରିକି ଏହାଦ୍ୱାରା ଆପଣଙ୍କ ଖରାପ ଦିନ ଆରମ୍ଭ ହୁଏ ବୋଲି ବିବେଚନା କରାଯାଏ ।

Advertisment

ଜାଣି ରଖନ୍ତୁ କ’ଣ ଏହି ୩ଟି ଜିନିଷ, ଯାହାକୁ କେବେ ବି ଅନ୍ୟର ବ୍ୟବହାର କରିବା ଉଚିତ

ପ୍ରଥମତଃ କେବେ ବି ଅନ୍ୟ କାହାର ଘଣ୍ଟାକୁ ନିଜ ହାତରେ ପିନ୍ଧନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଆପଣ ଚାରି ଆଡ଼ୁ ସଙ୍କଟରେ ଫସି ଯାଇ ପାରନ୍ତି।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେବେ କାହାରି ରୁମାଲ ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

Advertisment

ସେହିପରି ଯେତେ ନିଜର ହେଲେ ବି କେବେ କାହାରି ବସ୍ତ୍ର ମାଗିକି ପିନ୍ଧିବା ଉଚିତ ନୁହେଁ । କାରଣ ଅନ୍ୟର ବସ୍ତ୍ର ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀରରେ ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ। ଏଥିସହ ଚାରିଆଡ଼ୁ ବିପତ୍ତି ମାଡ଼ି ଆସିଥାଏ। ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ। 

ତେଣୁ ଅନ୍ୟର ଜିନିଷ ବ୍ୟବହାର କରିବା ସମୟରେ ଜଗିରଖି କରନ୍ତୁ। ନଚେତ ଏହାର ଦଶା ଆପଣଙ୍କୁ ଭୋଗିବାକୁ

Vastu Tips