ଜାଣନ୍ତୁ, ଶ୍ରାବଣ ସୋମବାରରେ ଶିବଙ୍କୁ କେମିତି ପୂଜା କଲେ ମନୋବାଞ୍ଛା ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଦେବ ଶିବ ହେଉଛନ୍ତି ଦୁଃଖ ବିନାଶକ। ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ। ଏବେ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଚାଲୁଛି। ସବୁ ଦୁଃଖ ସଙ୍କଟରୁ ମୁକ୍ତି ପାଇଁ ମନରେ ଭକ୍ତି ନେଇ ବୋଲ୍‌ବମ୍‌ ଭକ୍ତମାନେ ଶିବଙ୍କ ମନ୍ଦିର ଅଭିମୁଖେ ବାହାରି ପଡ଼ନ୍ତି । ନିଜ ମନସ୍କାମନା ପୂରଣ ପାଇଁ କାଉଡ଼ିଆମାନେ ଜଳାଭିଷେକ କରିଥାନ୍ତି। ବିଶ୍ୱାସ ଅଛି ଶ୍ରାବଣ ମାସ ସୋମବାର ରୁଦ୍ରାଭିଷେକ ଓ ଶିବଙ୍କ ପୂଜା କଲେ ସବୁ […]

shiva

shiva

Rakesh Mallick
  • Published: Monday, 30 July 2018
  • Updated: 30 July 2018, 01:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଦେବ ଶିବ ହେଉଛନ୍ତି ଦୁଃଖ ବିନାଶକ। ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ। ଏବେ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସ ଚାଲୁଛି। ସବୁ ଦୁଃଖ ସଙ୍କଟରୁ ମୁକ୍ତି ପାଇଁ ମନରେ ଭକ୍ତି ନେଇ ବୋଲ୍‌ବମ୍‌ ଭକ୍ତମାନେ ଶିବଙ୍କ ମନ୍ଦିର ଅଭିମୁଖେ ବାହାରି ପଡ଼ନ୍ତି । ନିଜ ମନସ୍କାମନା ପୂରଣ ପାଇଁ କାଉଡ଼ିଆମାନେ ଜଳାଭିଷେକ କରିଥାନ୍ତି। ବିଶ୍ୱାସ ଅଛି ଶ୍ରାବଣ ମାସ ସୋମବାର ରୁଦ୍ରାଭିଷେକ ଓ ଶିବଙ୍କ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ।  ତେଣୁ ଅନେକ ଭକ୍ତ ବ୍ରତ ମଧ୍ୟ କରିଥାନ୍ତି। ହେଲେ ଏହି ଶ୍ରାବଣ ମାସରେ ଶିବଙ୍କୁ  ପୂଜା ଓ ରୁଦ୍ରାଭିଷେକ କରିବାର ସ୍ୱତନ୍ତ୍ର ବିଧି ରହିଛି।  ଯେଉଁ ନୀତିନିୟମ ଅନୁସାରେ ପୂଜା କଲେ ମହାଦେବ ଶିବ ସେମାନଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଆଉ ମନୋବାଞ୍ଛା ପୂରଣ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶ୍ରାବଣ ମାସ ସୋମବାରରେ କେମିତି ଶିବଙ୍କୁ ପୂଜା ଓ ରୁଦ୍ରାଭିଷେକ କରିବେ।

- ଶତ୍ରୁ ପ୍ରଭାବ ଓ ଭୂତ-ପ୍ରେତ ବାଧା ଦୂର କରିବା ପାଇଁ ନଡ଼ିଆ ପାଣି କିମ୍ବା ସୋରିଷ ତେଲକୁ ନେଇ ଅଭିଷେକ କରନ୍ତୁ।

- ବିବାହ ବାଧା ଦୂର କରିବା ପାଇଁ  କ୍ଷୀରରେ ହଳଦୀ ମିଶାଇ ଶିବଙ୍କୁ ଅଭିଷେକ କରିପାରିବେ।

- ବିଦ୍ୟା ପ୍ରାପ୍ତି ପାଇଁ  କ୍ଷୀରରେ ଲହୁଣି ମିଶାଇ ଅଭିଷେକ କରିବା ଭଲ।

- ଯଦି ବ୍ୟବସାୟରେ କିଛି ବାଧା ଉପୁଜୁଛି, ତାହେଲେ ଘିଅ ଓ ସୁଗନ୍ଧିତ ତେଲରେ ଶିବଙ୍କ ଅଭିଷେକ କରିବା ଆବଶ୍ୟକ।

- ଯଦି କାହାକୁ ଋଣ ଦେଇଥାଆନ୍ତି ଓ ସେ ଟଙ୍କା ଫେରସ୍ତ ପାଇବାରେ ବାଧା ଉପୁଜୁଛି, ତା’ହେଲେ ଦୁବ ରସରେ ଅଭିଷେକ କରନ୍ତୁ।

- ପାରିବାରିକ କଳହ ଓ ସେଥିରୁ ହେଉଥିବା କ୍ଷତିରୁ ବଞ୍ଚିବା ପାଇଁ ଦହିରେ ଅଭିଷେକ କରନ୍ତୁ।

- ସନ୍ତାନ ସୁଖପାଇଁ ଗୁଡ଼ ମିଶା କ୍ଷୀରରେ ଅଭିଷେକ କରନ୍ତୁ।

- ଧନ ପ୍ରାପ୍ତି ପାଇଁ ଚିନି କିମ୍ବା ଆଖୁ ରସରେ ପୂଜା କରନ୍ତୁ।

ମହିଳାମାନେ ବ୍ରତ କରୁଥିଲେ

ଭଗବାନ୍‌ ଶିବଙ୍କୁ ଯେମିତି ବି ପୂଜାର୍ଚ୍ଚନା କଲେ ସେ ପ୍ରସନ୍ନ ହୋଇଯାଆନ୍ତି। ତଥାପି ତାଙ୍କୁ ପୂଜା କରିବା ନେଇ କିଛି ନିୟମ ରହିଛି। ସକାଳେ ଭଗବାନ ଶିବଙ୍କୁ ଫୁଲ, ଫଳ, ବେଲ ପତ୍ର, ଗଙ୍ଗା ଜଳ, ମହୁ, ଘିଅ, ଗାଈ କ୍ଷୀର, ଦହି, ଶର୍କରା, ବସ୍ତ୍ର, ମୌସୁମୀ ଫଳ, ଆଖୁ ରସ ଅର୍ପଣ କରି ପୂଜା କରିବା ଉଚିତ୍। ଦେଶୀ ଘିଅ ଓ କର୍ପୁରର ଆଳତି କରି ପୂଜା ସମ୍ପନ୍ନ କରିବା ଉଚିତ୍। ଏହା ସହ ‘ଓମ୍‌ ନମଃ ଶିବାୟ’ ୧୦୮ ଥର ଜପ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story