ଘରେ ବାସ୍ତୁ ଦୋଷ ରହିଲେ ବିଭିନ୍ନ ସମସ୍ୟା ଉପୁଜେ। ଅନେକ ସମୟରେ ଆମେ ସେହି ସବୁ ସମସ୍ୟା ଘରର ବାସ୍ତୁଦୋଷ ହେତୁ ଘଟୁଛି ବୋଲି ଜାଣିପାରୁନାହିଁ। ସେଥିପାଇଁ ଯେତେ ଯାହା କଲେ ବି ସେଗୁଡ଼ିକର ସମାଧାନ ହୋଇପାରେ ନାହିଁ। ତା’ହେଲେ ଘରେ ବାସ୍ତୁଦୋଷ ଅଛି ବୋଲି କେମିତି ଜାଣିବେ? ଏନେଇ ଜଣାଶୁଣା ବାସ୍ତବିଦ୍ ଡକ୍ଟର ମନୋଜ ଲେଙ୍କା କିଛି ଟିପ୍ସ ଦେଇଛନ୍ତି। ସେଗୁଡ଼ିକ ସଂପର୍କରେ ଜାଣି ନିଅନ୍ତୁ।
- ବିନା କାରଣରେ ଘରେ ଛୋଟ ପିଲା ବାରମ୍ବାର କାନ୍ଦିବା
- ଘରର ଛାତ ଦୁମ୍ ଦୁମ୍ ହେବା
- ରାତିରେ ଘରେ ଭୟ ଲାଗିବା
- ଘରେ ଜିନିଷ ଆପେ ଆପେ ପଡ଼ିବା ଓ ଭାଙ୍ଗିଯିବା
- କାରଣ ନଥାଇ ମାନସିକ ଅଶାନ୍ତି ଦେଖାଦେବା
- ଘରେ କଳହ ଲାଗି ରହିବା
- ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା
- ପିଲାମାନେ ଅବାଧ୍ୟ ହେବା
- ବାରମ୍ବାର ଦୁର୍ଘଟଣାର ଶିକାର ହେବା
- ଆର୍ଥିକ ସ୍ଥିତି ଖରାପ ହେବା
- କ୍ୟାରିୟରରେ ସମସ୍ୟା ଦେଖାଦେବା
- କେସ୍ କଚେରି ମାମଲାରେ ଜଡ଼ିତ ରହିବା
- ବିବାହରେ ବିଳମ୍ବ ହେବା
- ଘରେ କୌଣସି ଶୁଭ କାମ ନ ହେବା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Vastu
ବିନା ଖର୍ଚ୍ଚରେ ବି ଦୂର କରିହେବ ଘରର ବାସ୍ତୁ ଦୋଷ, ଜାଣନ୍ତୁ କିପରି...
ସ୍ୱପ୍ନର ଘର ଖଣ୍ଡେ ପାଇଁ ସମସ୍ତେ ବହୁତ କଷ୍ଟ କରିଥାନ୍ତି। ହେଲେ ବେଳେବେଳେ ଏହି ଘରେ ରହି ଯାଇଥିବା ବାସ୍ତୁ ଦୋଷ ପାଇଁ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏଥିପାଇଁ ଆପଣଙ୍କୁ ପୁଣି ଥରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ହେଲେ ଜାଣିଛନ୍ତି କି ବିନା ଟଙ୍କା ଖର୍ଚ୍ଚରେ ବି ସାମାନ୍ୟ ବାସ୍ତୁ ଟିପ୍ସ ଫଲୋ କରି ଆପଣ ନିଜ ପରିବାରର ସୁଖଶାନ୍ତି ପୁଣି ଥରେ ଫେରି ପାଇବେ। ଏହାଦ୍ୱାରା ଘରେ ଥିବା ବାସ୍ତୁ […]
Vastu
କେଉଁ ଦିନ ଜୋତା, ଚପଲ କିଣିଲେ କୋପ କରିବେ ଶନି, ଜାଣନ୍ତୁ, ବାସ୍ତୁ ଶାସ୍ତ୍ର ନିୟମ
ବାସ୍ତୁ ଶାସ୍ତ୍ରକୁ ଅନୁସରଣ କଲେ ଜୀବନରେ ଆସୁଥିବା ବହୁ ବାଧାବିଘ୍ନ ଟଳି ଯାଇଥାଏ। ଏପରିକି ଜୀବନରେ ଦେଖାଦେଉଥିବା ଜଟିଳତା ବି ବହୁ ମାତ୍ରାରେ ସହଜ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପ୍ରତି କାମ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ହୋଇଛି। ଉକ୍ତ ସମୟକୁ ବାଦ ଦେଇ ଅନ୍ୟ ସମୟରେ ଉକ୍ତ କାମ କଲେ ନିହାତି ଭାବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଏ। ଯେପରି କିଛି ମୂଲ୍ୟବାନ ଜିନିଷ ଯଥା […]
Vastu
ଦୀପାବଳିରେ ଏପରି ସଜାନ୍ତୁ ନିଜ ଘରକୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା
ଦିନ କେଇଟା ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସିଥା’ନ୍ତି। ତେଣୁ ବାସ୍ତୁ ଓ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଘରଦ୍ୱାରା ସଫା ସଫି କରିବା ସହ ଘରକୁ ଭଲ ଭାବରେ ସଜେଇ ଥା’ନ୍ତି। ତେବେ ଆସନ୍ତୁ ଜାଣିବା କିପରି ଭାବରେ ଏହି ଦିନ ଘର ସଜାଇଲେ ଧନସଂପତ୍ତି ବଢ଼ିବା ସହ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିବ। […]
Vastu
ଠାକୁର ଘରେ ଶୁଖିଲା ଫୁଲ ରଖୁଛନ୍ତି କି? ହୋଇଯା’ନ୍ତୁ ସାବଧାନ
ବିନା ଫୁଲରେ କୌଣସି ବି ପୂଜା ସମ୍ପୂର୍ଣ୍ଣ ହୁଏନି। ପୂଜା ପାଇଁ ଭଳି କି ଭଳି ଫୁଲ ତଥା ଫୁଲ ମାଲ ଲୋଡା ପଡିଥାଏ। ଘରେ ଥିବା ଠାକୁର ଘରେ ମଧ୍ୟ ପୂଜା କରିବା ସମୟରେ ଫୁଲର ଆବଶ୍ୟକତା ପଡେ। କୁହାଯାଏ ଯେ, ଠାକୁର ଫୁଲ ପ୍ରିୟ ହୋଇଥା’ନ୍ତି। ସେ ଘରେ ହେଉ ଅବା ଅଫିସରେ, ଠାକୁରଙ୍କୁ ନିଶ୍ଚିତ ରୂପେ ଫୁଲ ଅର୍ପଣ କରାଯାଇଥାଏ। ସକାଳେ ଭୋଗ ସହିତ ସମସ୍ତେ ଭଗବାନଙ୍କ ମନ୍ଦିରରେ ତାଜା ଫୁଲ ମଧ୍ୟ […]
Vastu
ଛାତ ଉପରେ ତୁଳସୀ ଗଛ ରଖୁଥିଲେ, ସାବଧାନ
ହିନ୍ଦୁ ଧର୍ମରେ ତଳସୀ ଗଛକୁ ଭଗବାନ କୃଷ୍ଣଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ ପୂଜା କରାଯାଏ। ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଗଛରେ ଅନେକ ମହତ୍ତ୍ୱ ରହିଛି। ଏହା ସୁଖ, ସମୃଦ୍ଧତା ଏବଂ କଲ୍ୟାଣକାରୀ ଜୀବନର ପ୍ରତୀକ ବୋଲି କୁହାଯାଇଛି। ତେବେ ତୁଳସୀ ଗଛକୁ ଘରର ସଠିକ୍ ସ୍ଥାନରେ ଯଦି ନ ରଖାଯାଏ […]