ଅସନ୍ତୁଷ୍ଟ ହେବେ ଭୋଳାବାବା: ଶ୍ରାବଣ ମାସରେ ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ପୋଷାକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବାରମାସରେ ତେର ପର୍ବ ପାଳନ କରିଥାଉ। ଏବେ ଶ୍ରାବଣ ମାସ ଚାଲିଛି। ମହାଦେବ ଶିବଙ୍କ ଶ୍ରାବଣ ମାସ ଅତି ପ୍ରିୟ ବୋଲି କୁହାଯାଏ। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ  ନିଷ୍ଠାର ସହ ଶିବଙ୍କୁ ଆରାଧନା କରେ ତାହାର ମନୋସ୍କାମନା ଶୀଘ୍ର ପୂରଣ ହୋଇଥାଏ। ସବୁଠାରୁ ଖାସ୍‌ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ […]

Shiva Lord 1

Shiva Lord 1

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ବାରମାସରେ ତେର ପର୍ବ ପାଳନ କରିଥାଉ। ଏବେ ଶ୍ରାବଣ ମାସ ଚାଲିଛି। ମହାଦେବ ଶିବଙ୍କ ଶ୍ରାବଣ ମାସ ଅତି ପ୍ରିୟ ବୋଲି କୁହାଯାଏ। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ  ନିଷ୍ଠାର ସହ ଶିବଙ୍କୁ ଆରାଧନା କରେ ତାହାର ମନୋସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ସବୁଠାରୁ ଖାସ୍‌ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ ଉପରେ କିଛି ନୀତିନିୟମ ରହିଛି ଠିକ୍‌ ସେମିତି ଆମେ ପିନ୍ଧୁଥିବା ପୋଷାକକୁ ନେଇ ମଧ୍ୟ କିଛିଟା ବିଧି ରହିଛି। ଯଦି ଆପଣ ଏହି ପୋଷାକ ପରିଧାନକୁ ନେଇ ଥିବା ନୀତିନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭୋଳା ବାବା କୋପ କରିପାରନ୍ତି।  ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ପୋଷାକ ପିନ୍ଧିବା ଉଚିତ ଓ ଅନୁଚିତ୍।

ଲାଲ୍‌ ରଙ୍ଗ ବିବାହିତା ମହିଳାଙ୍କ ଜୀବନରେ ଖୁସି ଓ ସୌଭାଗ୍ୟ ଆଣିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ସେହିପରି ନୀଳ ରଙ୍ଗ ମଧ୍ୟ ବିବାହିତା ମହିଳାଙ୍କ ଜୀବନ ପାଇଁ  ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ତେବେ ଶିବଙ୍କ ଆଶୀର୍ବାଦ ପାଇବା ସହ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହେବା ପାଇଁ ମହିଳାମାନେ ଏହି ମାସରେ ନୀଳ ରଙ୍ଗର ଚୁଡ଼ି ପିନ୍ଧିବା କଥା। ସେହିପରି ଶିବଙ୍କୁ ପୂଜା କରିବା ସମୟରେ ସମସ୍ତ ରଙ୍ଗର ପୋଷାକ ପିନ୍ଧି ପାରିବେ। ହେଲେ କଳା ରଙ୍ଗକୁ ବର୍ଜନ କରାଯାଇଛି। ଶିବଙ୍କ ଆରଧନାରେ କଳା ରଙ୍ଗର ପୋଷାକକୁ ଅଶୁଭ ବୋଲି କୁହାଯାଇଥାଏ। ଶିବଙ୍କୁ କଳା ରଙ୍ଗ ପସନ୍ଦ ନ ଥିବାରୁ ସେ ଏହି ରଙ୍ଗ ଦେଖିଲେ ମହାଦେବ କ୍ରୋଧିତ ହୋଇଥାନ୍ତି। ଯଦି ଆପଣ ଶିବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟରେ କଳା ପୋଷାକ ପିନ୍ଧନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story