ବିଲେଇ ରାସ୍ତା କାଟିଲେ ଶୁଭ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଏମିତି ଦେଖିବାକୁ ମିଳେ ଯେ, ରାସ୍ତାରେ ଯିବା ସମୟରେ ଅନେକ ଥର ବିଲେଇ ରାସ୍ତା କାଟିଥାଏ। ବିଲେଇ ରାସ୍ତା କାଟିବା ଅନେକ ଲୋକ ଅଶୁଭ ମାନି ସେହି ରାସ୍ତାରେ ନ ଯାଇ ଫେରି ଆସନ୍ତି କିମ୍ବା ବାଟ ବଦଳାଇ ଦିଅନ୍ତି। ଏମିତି ବି ଦେଖିବାକୁ ମିଳେ ବିଲେଇ ରାସ୍ତା କାଟିବା ଦ୍ୱାରା ଲୋକମାନେ କିଛି ସମୟ ପାଇଁ ରହିଯାଆନ୍ତି। କୁହାଯାଏ ବିଲେଇ ରାସ୍ତା କାଟିବା ଦ୍ୱାରା ଯେଉଁ କାମ କରିବାକୁ […]

cat

cat

Sangita Sahoo
  • Published: Friday, 01 February 2019
  • Updated: 01 February 2019, 04:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଏମିତି ଦେଖିବାକୁ ମିଳେ ଯେ, ରାସ୍ତାରେ ଯିବା ସମୟରେ ଅନେକ ଥର ବିଲେଇ ରାସ୍ତା କାଟିଥାଏ। ବିଲେଇ ରାସ୍ତା କାଟିବା ଅନେକ ଲୋକ ଅଶୁଭ ମାନି ସେହି ରାସ୍ତାରେ ନ ଯାଇ ଫେରି ଆସନ୍ତି କିମ୍ବା ବାଟ ବଦଳାଇ ଦିଅନ୍ତି। ଏମିତି ବି ଦେଖିବାକୁ ମିଳେ ବିଲେଇ ରାସ୍ତା କାଟିବା ଦ୍ୱାରା ଲୋକମାନେ କିଛି ସମୟ ପାଇଁ ରହିଯାଆନ୍ତି।

କୁହାଯାଏ ବିଲେଇ ରାସ୍ତା କାଟିବା ଦ୍ୱାରା ଯେଉଁ କାମ କରିବାକୁ ଯାଉଥିବେ ସେ କାମ ପୂରା ହୋଇ ନ ଥାଏ ବା ଅଶୁଭ ହୋଇଥାଏ। କିନ୍ତୁ ସେମିତି ନୁହେଁ ।ସବୁବେଳେ ଏହା ଅଶୁଭ ହୋଇ ନ ଥାଏ। ତେବେ ବିଲେଇ ରାସ୍ତା କଟିବା କେଉଁ ପରିସ୍ଥିତିରେ ଅଶୁଭ ମନା ଯାଏ ଆସନ୍ତୁ ଜାଣିବା।

  • ଶାସ୍ତ୍ରରେ ବିଲେଇକୁ ନକରାତ୍ମକ ଉର୍ଜାର ପ୍ରତୀକ ବୋଲି କୁହାଯାଇଛି। ଏଣୁ ଯୁଆଡେ ବିଲେଇ ଯାଏ ସେଠାକାର ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ। ବିଲେଇ ସହ ବାସ୍ତୁର ମଧ୍ୟ ସମ୍ବନ୍ଧ ଅଛି। ଏହାଛଡ଼ା ଧଳା ବିଲେଇଠୁ କଳା ବିଲେଇକୁ ଅଧିକ ଅଶୁଭ ମନାଯାଏ।
  • କୁହାଯାଏ କଳା ବିଲେଇ ରାସ୍ତା କାଟିଲେ ସତେବେଳେ ଅଶୁଭ ହୋଇଥାଏ, ଯେତେବେଳେ ବାଁ ପଟରୁ ରାସ୍ତା କାଟି ସେ ଡାହାଣକୁ ଯାଉଥାଏ। ଅନ୍ୟ ପରିସ୍ଥିତିରେ ବିଲେଇର ରାସ୍ତା କାଟିବା ଶୁଭ ବୋଲି କୁହାଯାଇପାରେ। 
  • ଯେତେବେଳେ ବିଲେଇ ରସ୍ତା କାଟି ଅନ୍ୟ ପଟକୁ ଚାଲିଆସିଥାଏ ସେତେବେଳେ ସେମାନେ ତାଙ୍କ ପଛରେ ନକରାତ୍ମକ ଉର୍ଜା ଛାଡ଼ି ଦେଇଯାଆନ୍ତି।
  • ଯେତେବେଳେ ଘରେ ବିଲେଇର କାନ୍ଦିବାର ଶବ୍ଦ ଶୁଭେ କିମ୍ବା ସେମାନଙ୍କର ଝଗଡ଼ା କରିବାର ଶବ୍ଦ ଶୁଭେ ଏହାକୁ ଅଶୁଭ ବୋଲି ମନାଯାଏ। ମାନ୍ୟତା ଅନୁଯାୟୀ ଏମିତି ହେଲେ ଘରର ସଦସ୍ୟମାନଙ୍କ ଅଶୁଭ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story