ବାସ୍ତୁ ଅନୁସାରେ ଘରର ତାଲା କେମିତି ହେବା ଦରକାର ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଲା ହେଉଛି ଘରର ଏକ ମୁଖ୍ୟ ଜିନିଷ।  ତାଲା ଘରକୁ ସୁରକ୍ଷା ପ୍ରଦାନ କରିଥାଏ। କନ୍ତୁ କ’ଣ ଆପଣ ଜାଣିଛନ୍ତି କି ବାସ୍ତୁ ଅନୁସାରେ ଘରର ତାଲା ହେବା ଉଚିତ୍‌। ବାସ୍ତୁଶାସ୍ତ୍ର ଅନୁସାରେ ତମ୍ବା ତାଲା ଘର ପାଇଁ ଶୁଭ ହୋଇଥାଏ। ଏହା ସହ ତାଲା ସବୁବେଳେ ପୂର୍ବ ଦିଗରେ ଲଗାଇବା ଉଚିତ୍‌। କିନ୍ତୁ କିଛି ଲୋକଙ୍କ ଘରର ମୁଖ୍ୟ କବାଟ ଉତ୍ତର ଦିଗ ଆଡ଼କୁ ହୋଇଥାଏ। ସେମାନଙ୍କ ପାଇଁ ସୁନେଲୀ ରଙ୍ଗର ତାଲା […]

lock

lock

Sangita Sahoo
  • Published: Sunday, 09 December 2018
  • Updated: 09 December 2018, 04:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଲା ହେଉଛି ଘରର ଏକ ମୁଖ୍ୟ ଜିନିଷ।  ତାଲା ଘରକୁ ସୁରକ୍ଷା ପ୍ରଦାନ କରିଥାଏ। କନ୍ତୁ କ’ଣ ଆପଣ ଜାଣିଛନ୍ତି କି ବାସ୍ତୁ ଅନୁସାରେ ଘରର ତାଲା ହେବା ଉଚିତ୍‌।

ବାସ୍ତୁଶାସ୍ତ୍ର ଅନୁସାରେ ତମ୍ବା ତାଲା ଘର ପାଇଁ ଶୁଭ ହୋଇଥାଏ। ଏହା ସହ ତାଲା ସବୁବେଳେ ପୂର୍ବ ଦିଗରେ ଲଗାଇବା ଉଚିତ୍‌। କିନ୍ତୁ କିଛି ଲୋକଙ୍କ ଘରର ମୁଖ୍ୟ କବାଟ ଉତ୍ତର ଦିଗ ଆଡ଼କୁ ହୋଇଥାଏ। ସେମାନଙ୍କ ପାଇଁ ସୁନେଲୀ ରଙ୍ଗର ତାଲା ବ୍ୟବହାର କରିବା ଖୁବ୍‌ ଭଲ ହୋଇଥାଏ। ଅର୍ଥାତ୍‌ ସେମାନେ ପିତ୍ତଳ ତାଲା ବି ବ୍ୟବହାର କରି ପାରିବେ।

 ବାସ୍ତୁ ଅନୁଯାୟୀ ତାଲା ବ୍ୟବହାର କରିବା ଦ୍ୱାରା ଘରର ସୁରକ୍ଷା ମଜଭୁତ୍‌ ହୋଇଥାଏ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବି ପ୍ରବେଶ୍‌ କରି ପାରନ୍ତି ନାହିଁ।

ଆଉ ପିତ୍ତଳ ତାଲା ପ୍ରାୟତଃ ସବୁ ରାଶିମାନଙ୍କ ପାଇଁ ଶୁଭ ହୋଇଥାଏ। କାହିଁକି ନା ପିତ୍ତଳ ରଙ୍ଗ ହଳଦିଆ ରଙ୍ଗର ହୋଇଥାଏ। ଆଉ ହଳିଆ ରଙ୍ଗ  ଗୁରୁଗ୍ରହଙ୍କ ସହ ସମ୍ବନ୍ଧିତ ଥାଏ। ଗୁରୁଙ୍କୁ ଜୀବନରେ ଖୁସିର କାରକ ମନା ଯାଇଥାଏ। ସେଥିପାଇଁ ପିତ୍ତଳ ତାଲା ବ୍ୟବହାର କରିବା ଦ୍ୱାରା ଘରେ ଖୁସି ଆସିଥାଏ।

ବାସ୍ତୁ ଶାସ୍ତ୍ରରେ କୁହାଯାଏ ଫ୍ୟାକ୍ଟ୍ରିରେ କିନ୍ତୁ ତମ୍ବା ନୁହେଁ ବରଂ ଲୁହାର ତାଲା ବ୍ୟବହାର କରିବା ଉଚିତ୍‌। ଏହାସହ ତାଲାର ଦିଗ ପଶ୍ଚିମାମୂଖୀ ହେବା ଦରକାର। କାରଣ ଲୁହାର ସମ୍ପର୍କ ଶନି ଗ୍ରହ ଥାଏ। ଲୁହାର ଜିନିଷ ବ୍ୟବହାର କରିବା ଦ୍ୱାରା ଶନିଙ୍କ କୃପା ରହିଥାଏ।  ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶନିଙ୍କ କୃପା ଦ୍ୱାରା ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳିଥାଏ। ଏହା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜଭୁଦ୍‌ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story