ସକାଳୁ ହାତର ପାପୁଲି ଦେଖିଲେ, ମିଳିଥାଏ ଏହି ସବୁ ଲାଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଅନେକ ସାମାଜିକ ବିଧି ରହିଛି। ପରିବାରର ସଦସ୍ୟମାନଙ୍କୁ ଏହି ସବୁ ବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଥାଏ। ସେହିପରି ଏକ ବିଧି ହେଉଛି ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ହାତ ପାପୁଲି ଦର୍ଶନ କଲେ, ନିଜ ଭାଗ୍ୟ ମଜବୁତ୍‌ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ।  ଏହା ସହ […]

4

4

Mihir Pattnayak
  • Published: Sunday, 04 November 2018
  • Updated: 04 November 2018, 08:08 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଅନେକ ସାମାଜିକ ବିଧି ରହିଛି। ପରିବାରର ସଦସ୍ୟମାନଙ୍କୁ ଏହି ସବୁ ବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଥାଏ। ସେହିପରି ଏକ ବିଧି ହେଉଛି ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ହାତ ପାପୁଲି ଦର୍ଶନ କଲେ, ନିଜ ଭାଗ୍ୟ ମଜବୁତ୍‌ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ।  ଏହା ସହ ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।

ସକାଳୁ ଉଠି ହାତ ପାପୁଲି ଦେଖିବା ସମ୍ପର୍କରେ ଶାସ୍ତ୍ରରେ ଅନ୍ୟ କାରଣ ମଧ୍ୟ ରହିଛି। ଶାସ୍ତ୍ର ଅନୁସାରେ, ହାତ ପାପୁଲିରେ ଲକ୍ଷ୍ମୀ,ସରସ୍ୱତୀ ଓ ବ୍ରହ୍ମା ବାସ କରିଥା'ନ୍ତି। ହାତ ପାପୁଲିର ଅଗ୍ରଭାଗରେ ଲକ୍ଷ୍ମୀ, ମଝିରେ ସରସ୍ୱତୀ ଓ ଶେଷରେ ବ୍ରହ୍ମା ଅବସ୍ଥାନ କରୁଥିବା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ ସକାଳୁ ଉଠି ହାତ ପାପୁଲିର ଦର୍ଶନ କରିବା ଅର୍ଥ ଦେବୀ ଦେବତାଙ୍କ ଦର୍ଶନ କରିବା ସହିତ ସମାନ।

ସେହିପରି ହାତ ପାପୁଲି ଦର୍ଶନ କଲେ, ତୀର୍ଥ ଯାତ୍ରାର ସୁଯୋଗ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ବିଶାରଦଙ୍କ ମତ ଅନୁସାରେ, ମନୁଷ୍ୟ ହାତରେ ତୀର୍ଥ ରହିଛି। ଏହି ମତ ଅନୁସାରେ ଚାରି ଆଙ୍ଗୁଳିର ଆଗ୍ର ଭାଗରେ ଦେବତୀର୍ଥ ରହିଛି।

ତର୍ଜନୀ ଆଙ୍ଗୁଳିର ଅଗ୍ର ଭାଗରେ ‘ପିତୃ ତୀର୍ଥ’ ରହିଛି ଏବଂ କନିଷ୍ଠ ଆଙ୍ଗୁଳିର ମୂଳ ଭାଗରେ ପ୍ରଜାପତି ତୀର୍ଥ ରହିଛି।

ଏହା ବ୍ୟତୀତ ଡାହାଣ ହାତର ମଝି ଭାଗରେ ‘ଅଗ୍ନି ତୀର୍ଥ’ ଏବଂ ବାମ ହାତର ମଝିରେ ‘ସୋମ ତୀର୍ଥ’ ରହିଛି। ଏହା ସହ ଆଙ୍ଗୁଳିର କୋଣରେ ‘ଋଷି ତୀର୍ଥ’ ରହିଛି ବୋଲି ଶାସ୍ତ୍ରରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story