Advertisment

କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା; ଏହା ପଛର କାରଣ ବାସ୍ତୁଦୋଷ ନୁହେଁ ତ?

ଦେଶରେ ତଥା ରାଜ୍ୟରେ ଆତ୍ମହତ୍ୟା ଏବେ ବଡ଼ ଚାଲେଞ୍ଜ ଭାବରେ ଉଭା ହୋଇଛି।

ଅଦ୍ୟତନ ହୋଇଛି
Suicide

Suicide

Advertisment

ଆଜିକାଲି ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ନିଜର ଭବିଷ୍ୟତ, ଲଭ ଲାଇଫ୍‌ରେ ସମସ୍ୟା ଯେପରିକି ବ୍ରେକ୍‌ଅପ, ଦାମ୍ପତ୍ୟ ଜୀବନରେ କଳହ, ଚାକିରି ପାଇବାରେ ବାରମ୍ବାର ବିଫଳ ହେବା, କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଭଳି ଅନେକ କଥାକୁ ନେଇ ଆଜିର ଦିନରେ ମୁଖ୍ୟତଃ ଯୁବପିଢ଼ି ଜୀବନ ହାରିବା ଭଳି ବାଟ ଆପଣାଇ ନେଉଛନ୍ତି। ଦେଶରେ ତଥା ରାଜ୍ୟରେ ଆତ୍ମହତ୍ୟା ଏବେ ବଡ଼ ଚାଲେଞ୍ଜ ଭାବରେ ଉଭା ହୋଇଛି। କେବେ ଭାବିଛନ୍ତି ବାସ୍ତୁ ଦୋଷ ପାଇଁ ଏପରି ଘଟୁ ନାହିଁ ତ ? ଆତ୍ମହତ୍ୟା ପ୍ରବଣତା ବାସ୍ତୁଦୋଷର ପରିଣାମ ନୁହେଁ ତ? ଆସନ୍ତୁ ଜାଣିବା ସେ ବିଷୟରେ ।

Advertisment

ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କାଙ୍କ କହିବା ଅନୁସାରେ, ଘରର ବାସ୍ତୁ କୋଣ ଅର୍ଥାତ ୨୮୦ ଡିଗ୍ରୀରୁ ୩୪୦ ଡିଗ୍ରୀ ମଧ୍ୟରେ କୂପ, ନଳକୂପ, ଜଳାଶୟ ରହିଲେ, ବ୍ୟକ୍ତି ମାନସିକ ସନ୍ତୁଳନ ହରାଇଥାଏ ଏବଂ ଆତ୍ମହତ୍ୟା ପ୍ରବଣତା ଦେଖାଦେଇଥାଏ। 

  • ଘରର ୨୮୦ ଡିଗ୍ରୀରୁ ୩୮୦ ଡିଗ୍ରୀ ମଧ୍ୟରେ କୂପ, ନଳକୂପ ବା ଜଳାଶୟ ଥିଲେ, ଐଶାନ୍ୟ କୋଣରେ ସିଡ଼ି ଥିଲେ ସନ୍ତାନ ମାନଙ୍କର ମାନସିକ ସନ୍ତୁଳନ ହରାଇବାର ସମ୍ଭାବନା ଥାଏ।  
  • ଘରର ୨୧୦ ଡିଗ୍ରୀରୁ ୨୪୦ ଡିଗ୍ରୀ ମଧ୍ୟରେ ଅର୍ଥାତ ଦକ୍ଷିଣ-ପଶ୍ଚିମରେ କୂପ, ନଳକୂପ ବା ଜଳାଶୟ ଥିଲେ, ଘରର ବୟୋଜ୍ୟେଷ୍ଠମାନେ ବାରମ୍ବାର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥାଆନ୍ତି।
  • ଘରର ମଝିରେ ଗୋଟେ ସରଳ ରେଖାରେ ଶୂନ ଡିଗ୍ରୀରୁ ୧୮୦ ଡିଗ୍ରୀରେ ରାସ୍ତା ଥିଲେ ଘରର ସନ୍ତାନ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥାଆନ୍ତି।  
  • ଏସବୁ ସ୍ଥିତି ଥିଲେ ବ୍ୟତିବ୍ୟସ୍ତ ନହୋଇ ଉତ୍ତର-ପଶ୍ଚିମ ଓ ଉତ୍ତର- ଦକ୍ଷୀଣରେ ୟୁନିଭର୍ସାଲ୍ ବାଲାସିଙ୍ଗ୍ ଏବଂ ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ସିଡ଼ି ଥିଲେ ପଅରଲ୍ ପାଓ୍ୱାର ମାକ୍ସ୍ ଦ୍ୱାରା ବାଲାସିଙ୍ଗ୍ କଲେ ଶୁଭ ଫଳ ମିଳିଥାଏ।
Advertisment
Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe