ଏହି କାରଣରୁ ପାଦରେ ସୁନା ଗହଣା ପିନ୍ଧିବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ପ୍ରଚଳିତ ବହୁ ବିଧି ମଧ୍ୟରୁ ଗୋଟିଏ ହେଉଛି, ମହିଳାମାନେ ପାଦରେ ସୁନା ଅଳଙ୍କାର ପିନ୍ଧିବା ଉଚିତ୍‌ ନୁହେଁ। ତେବେ କାହିଁକି ରହିଛି ଏପରି ବିଧି ? ଆସନ୍ତୁ ଜାଣିବା, ଏହା ପଛର କାରଣ। ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ, ସୁନା ଭାଗବାନ୍‌ ବିଷ୍ଣୁଙ୍କର ବହୁତ ପ୍ରିୟ। କୁହାଯାଏ, ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥା’ନ୍ତି। କିନ୍ତୁ ବିଧି ଅନୁଯାୟୀ, ସୁନା ଗହଣା ଶରୀରର ନାଭି ତଳକୁ […]

foot

foot

Sangita Sahoo
  • Published: Wednesday, 05 December 2018
  • Updated: 05 December 2018, 08:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ପ୍ରଚଳିତ ବହୁ ବିଧି ମଧ୍ୟରୁ ଗୋଟିଏ ହେଉଛି, ମହିଳାମାନେ ପାଦରେ ସୁନା ଅଳଙ୍କାର ପିନ୍ଧିବା ଉଚିତ୍‌ ନୁହେଁ। ତେବେ କାହିଁକି ରହିଛି ଏପରି ବିଧି ? ଆସନ୍ତୁ ଜାଣିବା, ଏହା ପଛର କାରଣ।

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ, ସୁନା ଭାଗବାନ୍‌ ବିଷ୍ଣୁଙ୍କର ବହୁତ ପ୍ରିୟ। କୁହାଯାଏ, ଭକ୍ତ ସୁନା ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥା'ନ୍ତି। କିନ୍ତୁ ବିଧି ଅନୁଯାୟୀ, ସୁନା ଗହଣା ଶରୀରର ନାଭି ତଳକୁ ଧାରଣ କରିବା ଉଚିତ୍‌ ନୁହେଁ। ଏମିତି କଲେ ଭଗବାନ୍‌ ବିଷ୍ଣୁ ଅପମାନ୍‌ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

ଏ ସମ୍ପର୍କରେ ଆଉ ଏକ ବିଶ୍ୱାସ ବି ରହିଛି। ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଖୁବ୍‌ ପ୍ରିୟ। ସୁନାର ରଙ୍ଗ ହଳଦିଆ ହୋଇଥିବାରୁ ଏହା ମଧ୍ୟ ମା' ଲକ୍ଷ୍ମୀଙ୍କର ପ୍ରିୟ। ଏହା ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପାରୁ ମଣିଷ ଜୀବନରେ ଧନ ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି। ତେଣୁ ମା' ଲକ୍ଷ୍ମୀଙ୍କ ସମ୍ମାନାର୍ଥେ ସୁନା ଗହଣା ନାଭି ତଳକୁ ବା ପାଦରେ ପିନ୍ଧିବା କଥା ନୁହେଁ।

ଏହା ସହ ଏପରି ବି କୁହାଯାଏ, ପାଦରେ ଚାନ୍ଦିର ଗହଣା ପିନ୍ଧିବା ଶୁଭଦାୟକ। ଚାନ୍ଦିରୁ ଶରୀରକୁ ଶୀତଳତା ମିଳିଥାଏ। ଏହି ଶୀତଳତା ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ଦେବାରେ ସହାୟକ ହୋଇଥାଏ। ପାଦରେ ଚାନ୍ଦିର ଗହଣା ଅବା ପାଉଁଜି ପିନ୍ଧିଲେ, କଥା କଥାରେ ଆସୁଥିବା କ୍ରୋଧ ମଧ୍ୟ ଦୂର ହୋଇଥାଏ।

ଏ ସବୁ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚାନ୍ଦି ଗହଣା ପାଦରେ ଧାରଣ କରିବା ଦ୍ୱାରା ଜାତକରେ ଚନ୍ଦ୍ରମା ମଜବୁତ୍‌ ହୁଅନ୍ତି। ଏହା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖ ଭରିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story