ପୂଜା ପାଠରେ କ’ଣ ପାଇଁ ବ୍ୟବହାର କରାଯାଏ ହଳଦିଆ ରଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଖାଯାଏ ହିନ୍ଦୁମର୍ମାବଲମ୍ବୀ ହଳଦିଆ ରଙ୍ଗକୁ ଶୁଭ ବୋଲି ମାନିଥାନ୍ତି। ପୂଜା ପାଠ ଇତ୍ୟାଦି କାମ ହେଲେ ପ୍ରଥମେ ହଳଦିଆ ଫୁଲ ବା ଜିନିଷ ଖୋଜା ପଡିଥାଏ। ହଳଦିଆ ରଙ୍ଗକୁ ବୃହସ୍ପତିଙ୍କ ସହ ମଧ୍ୟ ତୁଳନା କରାଯାଏ।। ଏହା ସୂର୍ଯ୍ୟଙ୍କ ରଙ୍ଗର ଏକ ପ୍ରକାର ଅଂଶ ବୋଲି ମଧ୍ୟ କୁହାଯାଏ। ତେବ ଜାଣନ୍ତୁ ଏହି ହଳଦିଆ ରଙ୍ଗର ମହତ୍ତ୍ୱ ବିଷୟରେ ୧, ଏହା ଆମ ଶରୀରରେ ରକ୍ତ ସଞ୍ଚାର  ସହ ଆଖିକୁ ପ୍ରଭାବିତ କରିଥାଏ। ୨, ଏହି ରଙ୍ଗ […]

11

11

Rosalin Rath
  • Published: Thursday, 30 May 2019
  • Updated: 30 May 2019, 07:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଖାଯାଏ ହିନ୍ଦୁମର୍ମାବଲମ୍ବୀ ହଳଦିଆ ରଙ୍ଗକୁ ଶୁଭ ବୋଲି ମାନିଥାନ୍ତି। ପୂଜା ପାଠ ଇତ୍ୟାଦି କାମ ହେଲେ ପ୍ରଥମେ ହଳଦିଆ ଫୁଲ ବା ଜିନିଷ ଖୋଜା ପଡିଥାଏ। ହଳଦିଆ ରଙ୍ଗକୁ ବୃହସ୍ପତିଙ୍କ ସହ ମଧ୍ୟ ତୁଳନା କରାଯାଏ।। ଏହା ସୂର୍ଯ୍ୟଙ୍କ ରଙ୍ଗର ଏକ ପ୍ରକାର ଅଂଶ ବୋଲି ମଧ୍ୟ କୁହାଯାଏ।

ତେବ ଜାଣନ୍ତୁ ଏହି ହଳଦିଆ ରଙ୍ଗର ମହତ୍ତ୍ୱ ବିଷୟରେ

୧, ଏହା ଆମ ଶରୀରରେ ରକ୍ତ ସଞ୍ଚାର  ସହ ଆଖିକୁ ପ୍ରଭାବିତ କରିଥାଏ।

୨, ଏହି ରଙ୍ଗ ଭିତରେ ମନ ପରିବର୍ତ୍ତନ ହେବା କ୍ଷମତା ମଧ୍ୟ ରହିଥାଏ।

୩, ଏହି ରଙ୍ଗ ବୃହଷ୍ପତିଙ୍କ ପ୍ରିୟ ରଙ୍ଗ ବୋଲି ମଧ୍ୟ କୁହାଯାଏ।

୪, ହଳଦିଆ ରଙ୍ଗ ଜୀବନରେ ଖୁସି ଆଣିଥାଏ।

୫, ମନରେ ଥିବା ଖରାପ ଚିନ୍ତାଧାରାକୁ ଏହା ଦୂର କରିଥାଏ।

କିପରି ବ୍ୟବହାର କରିବେ

୧, ପୂଜା ପାଠରେ ଏହାକୁ ବ୍ୟବହାର କଲେ ଶୁଭ ଫଳ ଦେବ।

୨, ଘରର ଦ୍ୱାରରେ ମଧ୍ୟ ଏହି ରଙ୍ଗର ବ୍ୟବହାର କରିପାରିବେ।

୩, ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ପାଖରେ ହଳଦିଆ ରୁମାଲ୍‌ ବି ରଖି ପାରିବେ।

ହଳଦିଆ ରଙ୍ଗ ବ୍ୟବହାର କଲାବେଳେ ସାବଧାନତା ପ୍ରତି ଦିଅନ୍ତୁ ଦୃଷ୍ଟି

୧, ଅଧିକ ହଳଦିଆ ରଙ୍ଗ ବ୍ୟବହାର କରିବା ଦ୍ୱାରା ଆଖି ଏବଂ ମୁଣ୍ଡ ଉପରେ ଖରାପ ପ୍ରଭାବ ପକାଇ ପାରେ।

୨, ଏହି ରଙ୍ଗ ବେଳେ ବେଳେବେଳ ମଣିଷଙ୍କୁ ଅହଙ୍କାରି ବି କରିଦେଇଥାଏ।

୩, ନିଦ୍ରାରେ ବି ଏହି ରଙ୍ଗ ବାଧା ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story