ଆପଣଙ୍କର ଆଖିର ରଙ୍ଗ ନୀଳ କି...

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜାଣିବାରେ ଅନେକ ଉପାୟ ଅଛି । କେବଳ ଜାତକରୁ କିମ୍ବା ହାତରୁ ନୁହେଁ ମଣିଷର ଆଖିର ରଙ୍ଗରୁ ମଧ୍ୟ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୁଏ। ତେବ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଆଖି କ’ଣ କହିଥାଏ। କଳା ରଙ୍ଗର ଆଖି: ଯେଉଁ ଲୋକଙ୍କ ଆଖି କଳା ରଙ୍ଗର ହୋଇଥାଏ ସେମାନେ ଖୁବ୍‌ ରହସ୍ୟମୟୀ ହୋଇଥାନ୍ତି। କିନ୍ତୁ ସେମାନେ ଖୁବ୍‌ ଭରସାବାଦୀ […]

eyes

eyes

Sangita Sahoo
  • Published: Thursday, 16 May 2019
  • Updated: 16 May 2019, 07:39 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜାଣିବାରେ ଅନେକ ଉପାୟ ଅଛି । କେବଳ ଜାତକରୁ କିମ୍ବା ହାତରୁ ନୁହେଁ ମଣିଷର ଆଖିର ରଙ୍ଗରୁ ମଧ୍ୟ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୁଏ। ତେବ ଚାଲନ୍ତୁ ଜାଣିବା କେଉଁ ରଙ୍ଗର ଆଖି କ’ଣ କହିଥାଏ।

କଳା ରଙ୍ଗର ଆଖି: ଯେଉଁ ଲୋକଙ୍କ ଆଖି କଳା ରଙ୍ଗର ହୋଇଥାଏ ସେମାନେ ଖୁବ୍‌ ରହସ୍ୟମୟୀ ହୋଇଥାନ୍ତି। କିନ୍ତୁ ସେମାନେ ଖୁବ୍‌ ଭରସାବାଦୀ ହୋଇଥାଆନ୍ତି।  ଖୁବ୍‌ ପରିଶ୍ରମୀ , ବିଶ୍ୱାସୀ ଓ ଦାୟିତ୍ୱବାନ୍‌ ମଧ୍ୟ ହୋଇଥାଆନ୍ତି। ଏମାନେ ଧୈର୍ଯ୍ୟହୀନ କିନ୍ତୁ ଖୁବ୍‌ ଆଶାବାଦୀ ।

ଧୂସର ରଙ୍ଗର ଆଖି: ଏହି ରଙ୍ଗର ଆଖିଥିବା ବ୍ୟକ୍ତି ଖୁବ୍‌ ଆତ୍ମବିଶ୍ୱାସୀ। ଏମାନେ ଖୁବ୍‌ କ୍ରିଏଟିଭ୍‌, ଭଲ ସ୍ୱଭାବର ଓ ସ୍ନେହୀ । ଏମାନେ ବନ୍ଧୁଙ୍କ ସହ ମିଳାମିଶା କରିବାରେ ବିଶ୍ୱାସ ରଖନ୍ତି।

ଚିଲା ଆଖି: ଏହି ଆଖି ଥିବା ବ୍ୟକ୍ତି ଶାନ୍ତ ଓ ବୁଦ୍ଧିମାନ୍‌ ହୋଇଥାଆନ୍ତି।  ନିଜ ଭିତରେ ହଜିକି ରହିବାକୁ ପସନ୍ଦ କରନ୍ତି। ଏମାନେ ସ୍ୱଭାବରେ ଖୁବ ବିନମ୍ର ଓ ପ୍ରଭାବଶାଳୀ । ଖୁବ୍‌ ତର୍କ ସଙ୍ଗତ ହୋଇଥାଆନ୍ତି।  ଏପରି ଆଖି ଥିବା ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଖୁବ୍‌ ମହତ୍ତ୍ୱ ରଖିଥାଏ ସେଥିପାଇଁ ଏମାନେ ପ୍ରେମକୁ ନେଇ ଖୁବ୍‌ ଗମ୍ଭୀର ରହିଥାଆନ୍ତି।

ସବୁଜ ରଙ୍ଗର ଆଖି: ଏହି ରଙ୍ଗର ଆଖି ପ୍ରାୟ ଅନେକଙ୍କର ପସନ୍ଦ ଥାଏ। ଏମାନେ ଖୁବ୍‌ ବୁଦ୍ଧିମାନ୍‌ ହୋଇଥାଆନ୍ତି। ନିଜ ପରିବାରକୁ ସାଙ୍ଗରେ ନେଇ ଚାଲନ୍ତି। କିନ୍ତୁ ଏହି ଆଖିର ବ୍ୟକ୍ତି ଖୁବ୍‌ ଇର୍ଷାଳୁ ଥାଆନ୍ତି।

ନୀଳ ରଙ୍ଗର ଆଖି: ବ୍ଲୁ ଆଖିର ଲୋକମାନେ ସୁନ୍ଦର, ସ୍ମାର୍ଟ ଓ ଦୟାଳୁ ହୋଇଥାଆନ୍ତି। ଏମାନଙ୍କ ପରଖିବା ଗୁଣ ଖୁବ୍‌ ଭଲ। ଅନ୍ୟକୁ ସାହାଯ୍ୟ କରିବାକୁ ଏମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଖୁବ୍‌ ସାହାସୀ ଓ ଖୁସ୍‌ ମିଜାଜର ହୋଇଥାନ୍ତି। କୌଣସି ବ୍ୟକ୍ତିଙ୍କ ପ୍ରତି ଏମାନେ ଖୁବ୍‌ ଜଲ୍‌ଦି ଆକର୍ଷିତ ହୋଇଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story