ଓଡ଼ିଶାର ଅଗ୍ରଣୀ ଖବରକାଗଜ ‘ଧରିତ୍ରୀ’ରୁ ସାମ୍ବାଦିକା କ୍ୟାରିଅର ଆରମ୍ଭ । ‘ଧରିତ୍ରୀ’ରେ ୧୧ ବର୍ଷ କାମ କରିବା ମଧ୍ୟରେ ବିଭିନ୍ନ ଏଡିସନରେ ସହ-ସମ୍ପାଦକ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ରହିଛି ସ୍ୱତନ୍ତ୍ର ରୁଚି। ୨ ବର୍ଷ ହେଲା ‘ଓଡ଼ିଶା ରିପୋର୍ଟର’ରେ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟରତ ।