ଆଳି: ଅସମ୍ମାନଜନକ ଢଙ୍ଗରେ ସହିଦ ସ୍ମୃତିପୀଠରୁ ମାଟି ସଂଗ୍ରହ ଅଭିଯୋଗ ପ୍ରସଙ୍ଗ; କନିକା ସହିଦ୍ ସ୍ମୃତି ସଂସଦ ପକ୍ଷରୁ ରାଜକନିକା ବନ୍ଦ, ବିଧାୟକ ଅତନୁ ସବ୍ୟସାଚୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି