ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ୍‌ସିଏଚ୍‌ର ଟୀକାକରଣ ଗୃହରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ନିଆଁ ଲାଗିଯିବାରୁ ପ୍ରସୂତି ମହିଳା ପିଲାଙ୍କୁ ଧରି ବାହାରକୁ ଚାଲି ଆସିଥିଲେ, ଅଗ୍ନିଶମ କର୍ମଚାରୀଙ୍କ ସମୟୋଚିତ କାର୍ଯ୍ୟ ଅଘଟଣ ଏଡ଼ାଇଲା