ପାଲଲହଡ଼ା: ଶିଳିଆମୁଣ୍ଡା ପୋଖରୀ ହୁଡ଼ାରେ ଥିବା ଅମରୀବୁଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର; ଡାକ୍ତରଖାନାରେ ଭର୍ତ୍ତି; ସୁସ୍ଥ ଥିବା ସୂଚନା, ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଉଦ୍ଧାର କଲା ପୋଲିସ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।