ଏସିଆନ୍‌ ଗେମ୍ସରେ ୨୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦଙ୍କୁ ରୌପ୍ୟ ପଦକ, ୨୩.୨ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କଲେ ଦୂତୀ; ପୂର୍ବରୁ ଶହେ ମିଟର ଦୌଡ଼ରେ ରୌପ୍ୟ ଜିତିଥିଲେ ଦୂତୀ, ଏସିଆନ ଗେମ୍ସରେ ୨ଟି ରୌପ୍ୟ ଜିତି ଇତିହାସ ରଚିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।