ଶୂନ୍ୟକାଳରେ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଦଳ ନେତା କେ.ଭି. ସିଂଦେଓ: କହିଲେ- ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇଥିବା MIT କୁ ୧୦୦ ଏକର ଜମି ଦିଆଯିବାକୁ ଯୋଜନା ହୋଇଛି, ଏହା ଏକ ବଡ଼ ସ୍କାମ, ତଦନ୍ତ ହେବା ଦରକାର

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।