ଲୋକାୟୁକ୍ତ ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି: ୩ଟାରେ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହୋହାଲ୍ଲା, ଗୃହ ୪ଟା ଯାଏଁ ମୁଲତବି, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ