ନିଜ ରାଜନୈତିକ ଯୋଜନା ନେଇ ବୈଜୟନ୍ତ ପଣ୍ଡା କହିଛନ୍ତି- ୨୦୧୯ କି ୨୦୨୪ ପାଇଁ ନୁହେଁ, ଦୀର୍ଘସୂତ୍ରୀ ନିଷ୍ପତ୍ତି ନେବି, ଯାହା କିଛି ନିଷ୍ପତ୍ତି ନେବି ହାଲୁକାରେ ନେବିନି