ବାଲେଶ୍ୱର: ଚାନ୍ଦିପୁର ୩ନଂ ଲଞ୍ଚପ୍ୟାଡ୍‌ରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର QR-SAMର ପରୀକ୍ଷଣ, ଶତ୍ରୁପକ୍ଷ ଟ୍ୟାଙ୍କର ଓ କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିପାରିବାର କ୍ଷମତା ରହିଛି