ବରଗଡ଼ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାରେ ମୁଖ୍ୟ ଯନ୍ତ୍ରୀ ଭରତ ଚନ୍ଦ୍ର ପ୍ରଧାନ କହିଲେ, ଆଜି ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ବିଭାଗୀୟ ସଚିବଙ୍କୁ ଦିଆଯିବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।