ଭୁବନେଶ୍ୱର: ମଞ୍ଚେଶ୍ୱର ପାଟଦେଇ ବସ୍ତିରେ ବୀଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀକୁ ସ୍ୱାମୀ ପୋଡ଼ି ହତ୍ୟା କରିଥିବା ଅଭିଯୋଗ, ପାରିବାରିକ କଳହରୁ ପୋଡ଼ି ମାରିଦେଇଥିବା ଅଭିଯୋଗ