ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି. ଜମିରଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର, ଗତ ୨୦ ତାରିଖରେ ଜମିରଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା, ୫ ବର୍ଷର କାର୍ଯ୍ୟକାଳ ପରେ ଆଜି ଓଡ଼ିଶା ଛାଡୁଛନ୍ତି ଜମିର