ଅଧ୍ୟାପକ ଅଭାବ ସଂପର୍କିତ ମୁଲତବି ନୋଟିସ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଲେ- ଆବଶ୍ୟକ ଅଧ୍ୟାପକ ନାହାଁନ୍ତି, ସରକାରୀ ଡିଗ୍ରୀ କଲେଜରେ ୧୦୧୦ ଅଧ୍ୟାପକ ପଦବୀ ଫାଙ୍କା ପଡ଼ିଛି, ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ବି ବ୍ୟାପକ ପଦବୀ ଫାଙ୍କା ରହିଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।