ଭୁବନେଶ୍ୱର: ବର୍ଷା ମୁକାବିଲା ପାଇଁ BMCର ତତ୍ପରତା; ୧୩ ଜଣ ନୋଡାଲ୍ ଅଫିସରଙ୍କୁ ନେଇ ଗଠନ କଲା ଟିମ୍, ବର୍ଷା ମୁକାବିଲା ଟିମ୍‌ରେ ୪୦ ଅଭିଜ୍ଞ ଇଞ୍ଜିନିୟର ସାମିଲ, ଉଦ୍ଧାର କାର୍ଯ୍ୟରେ ୩୦ ପମ୍ପ୍, ୫ ଜେସିବି, ୨ ପ୍ରୋକ୍ଲେନ୍ ଓ ୫ ସେସ୍ ପୁଲ୍ ମେସିନ ନିୟୋଜିତ

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More