ଭୁବନେଶ୍ୱର: ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ୍‌ରେ ଲାଇଟ୍ ସଜା ବେଲୁନ୍ ଛିଡ଼ାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକ ମୃତ୍ୟୁ; କଂଗ୍ରେସ ନେତା ମାନସ ଚୌଧୁରୀ, ବିଜେପି ନେତା ମନମୋହନ ସାମଲ ଓ ଅମିୟ ଦାଶ ଏଥିପାଇଁ ସରକାରଙ୍କୁ ଦାୟୀ କଲେ, ଆଜି ସନ୍ଧ୍ୟାରେ ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।