ସୂଚନା ଦେଲେ ବୈଜୟନ୍ତ: କେବଳ କେନ୍ଦ୍ରାପଡ଼ା ନୁହେଁ, ମୋ ଇଚ୍ଛା ସାରା ଓଡ଼ିଶା ପାଇଁ କିଛି କରିବି। କେଉଁ ଦଳରେ ସାମିଲ ହେବି ନା ନୂଆ କିଛି ଆରମ୍ଭ କରିବି, ଏ ନେଇ ଲୋକଙ୍କ ମତ ନେଉଛି, ସବୁ କିଛି ବିଷୟରେ ଚିନ୍ତା କରୁଛି। ନିର୍ବାଚନରେ ଭାଗ ନେବାକୁ ହେଲେ ନିର୍ବାଚନ ପୂର୍ବରୁ ନିଷ୍ପତ୍ତି ନେବି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।