ଭୁବନେଶ୍ୱର: ସାଲିଆସାହି ଦୁର୍ଗାମଣ୍ଡପ ପଛରୁ ଜଣେ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ; କିନ୍ନରଙ୍କୁ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ ବେଳେ ଉତ୍ତେଜନା