ଭଦ୍ରକ: ୩ଟି ସ୍ଥାନରୁ ଆଜ୍ଞାମାଳ ଆସିବା କିଛି ସମୟ ପରେ ରାମନବମୀ ପାଇଁ ବାହାରିବ କଳସ ଶୋଭାଯାତ୍ରା; ରାଜଘାଟ, ମଠସାହି, ମଟାଲି ଛକ ଦେଇ ଶାଳନ୍ଦୀ ହନୁମାନ ଘାଟକୁ ଯିବ, ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ପଯର୍ୟନ୍ତ ୧୪୪ ଧାରା ଉଠିବ, ସୂଚନା ଦେଲେ ଟାଉନ୍ ଥାନା IIC ମନୋଜ ରାଉତ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।