ଭଦ୍ରକ: ଚାନ୍ଦବାଲି ଥାନା ମାଳବାଡ଼ ଗାଁରେ ପୂର୍ବଶତ୍ରୁତାରୁ ଯୁବକଙ୍କ ଆକ୍ରମଣରେ ସୁଧାକର ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ସର ବିଶ୍ୱାଳ ମୃତ; ଗୁରୁତର ଆହତ ଝିଅଙ୍କୁ କଟକ ସ୍ଥାନାନ୍ତର, ଆକ୍ରମଣକାରୀ ଯୁବକ ଅଟକ