ବିଜେପୁର ଉପ ନିର୍ବାଚନ ଭୋଟ୍ ଗଣତି: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ; ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ୨୯୦୬ ଭୋଟ୍‌ରେ ଆଗୁଆ