ଓଟିଭି ବିତର୍କ ଭିତ୍ତିକ କାର୍ଯ୍ୟକ୍ରମକୁ ବିଜେଡିର ବୟକଟ ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି କହିଲେ- ଓଟିଭି କେବେ କୌଣସି ଘଟଣାର କଣ୍ଠରୋଧ କରିନାହିଁ; ସମସ୍ତ ଦଳଙ୍କ ବିରୋଧରେ ସବୁ ଅଭିଯୋଗକୁ ଦେଖାଇ ଆସିଛି, ଏମିତିକି ଓଟିଭି ମୋ ବିରୋଧରେ ବି ଅଭିଯୋଗ ଦେଖାଇଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।