ରାଜନୀତି news ଓଟିଭି ବିତର୍କ ଭିତ୍ତିକ କାର୍ଯ୍ୟକ୍ରମକୁ ବିଜେଡିର ବୟକଟ ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଲେ- ଓଟିଭି କେବେ କୌଣସି ଘଟଣାର କଣ୍ଠରୋଧ କରିନାହିଁ; ସମସ୍ତ ଦଳଙ୍କ ବିରୋଧରେ ସବୁ ଅଭିଯୋଗକୁ ଦେଖାଇ ଆସିଛି, ଏମିତିକି ଓଟିଭି ମୋ ବିରୋଧରେ ବି ଅଭିଯୋଗ ଦେଖାଇଛି 22 Mar 2018 14:22 ISTRakesh Mallick Follow Usfacebook_1521649559_618x347Advertisment Read More Advertisment